ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଅବସରରେ ସମାଲୋଚନା ମୂଳକ ପତ୍ରିକା ବାଇକଣ୍ଟିଆ ର କଳିଙ୍ଗ ବୋଇତ ବନ୍ଦାଣ ସ୍ମରଣିକା ଲୋକାର୍ପିତ ହୋଇଯାଇଛି । ବାଣପୁର ସ୍ଥିତ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ଚିଲିକା ଭାଷା ସୁରକ୍ଷା ସମ୍ମିଳନୀ ର ସଭାପତି ରଙ୍କ ନାଥ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ















