• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଅଶୋକ ଲେଲ୍ୟାଣ୍ଡ୍ ପକ୍ଷରୁ “ବଡ଼ା ଦୋସ୍ତ” ସହ ଏଲ୍‌ସିଭି ପୋର୍ଟଫୋଲିଓର ସଂପ୍ରସାରଣ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
September 15, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
ଅଶୋକ ଲେଲ୍ୟାଣ୍ଡ୍ ପକ୍ଷରୁ “ବଡ଼ା ଦୋସ୍ତ” ସହ ଏଲ୍‌ସିଭି ପୋର୍ଟଫୋଲିଓର ସଂପ୍ରସାରଣ –  ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ହିନ୍ଦୁଜା ଗ୍ରୁପ୍‌ର ପ୍ରମୁଖ କଂପାନି ଅଶୋକ ଲେଲ୍ୟାଣ୍ଡ୍ ପକ୍ଷରୁ ଲଘୁ ବାଣିଜ୍ୟିକ ଯାନ (ଏଲ୍‌ସିଭି) ବର୍ଗରେ ବଡ଼ା ଦୋସ୍ତକୁ ଉନ୍ମୋଚନ କରାଯାଇଛି । ଏହା ଜରିଆରେ କଂପାନି ସ୍ଥାନୀୟ ଏଲସିଭି ବଜାରରେ ଥିବା ଅଭାବକୁ ପୂରଣ କରିଛି । ଦୋସ୍ତ ବ୍ରାଣ୍ଡ୍ ପ୍ଲାଟଫର୍ମରେ ବଡ଼ା ଦୋସ୍ତକୁ ପ୍ରସ୍ତୁତ କରାଯାଇଛି ଯାହା ଭରସା, ମାଇଲେଜ୍ ଓ ଆରାମ ପାଇଁ ପରିଚିତ । ଏଥିରେ ଗ୍ରାହକଙ୍କୁ ସୁହାଇବା ଭଳି ପ୍ରଯୁକ୍ତି ଓ ଡ୍ରାଇଭରଙ୍କ ପାଇଁ ଆରାମଦାୟକ ସୁବିଧା ରହିଛି । ସଦ୍ୟତମ ବିଏସ୍‌-୬ ଇଞ୍ଜିନକୁ ଏଥିରେ ବ୍ୟବହାର କରାଯାଇଛି ଓ ଏହା ଆଇ-୪ ଓ ଆଇ-୩ ଭଳି ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ହୋଇଛି । ଏହାର ଶ୍ରେଷ୍ଠ ପେ’ଲୋଡ୍ କ୍ଷମତା ଯଥାକ୍ରମେ ୧,୮୬୦ କେଜି ଓ ୧୪୦୫ କେଜି ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ା ଦୋସ୍ତ ୭ଟି ରାଜ୍ୟରେ ଉନ୍ମୋଚନ କରାଯାଇଛି ଓ ପର୍ଯ୍ୟାୟକ୍ରମେ ତାହାକୁ ସାରା ଦେଶରେ ସଂପ୍ରସାରିତ କରାଯିବ ।

ଏହାର ମୁମ୍ବାଇରେ ଏକ୍ସ ସୋ’ରୁମ୍ ଦାମ୍ ହେଉଛି ୭.୭୫ ଲକ୍ଷ ଟଙ୍କା (ଆଇ୩ ଏଲ୍‌ଏସ୍‌), ୭.୯୫ ଲକ୍ଷ ଟଙ୍କା (ଆଇ୩ ଏଲ୍‌ଏକ୍ସ), ୭.୭୯ ଲକ୍ଷ ଟଙ୍କା (ଆଇ୪ ଏଲ୍‌ଏସ୍‌) ଓ ୭.୯୯ ଲକ୍ଷ ଟଙ୍କା (ଆଇ୪ ଏଲ୍‌ଏକ୍ସ) । ଶ୍ରୀଯୁକ୍ତ ବିପୀନ ସୋନ୍ଧି, ଏମ୍‌ଡି ଓ ସିଇଓ, ଅଶୋକ ଲେଲ୍ୟାଣ୍ଡ୍ କହିଛନ୍ତି ଯେ, “ଆମ ପାଇଁ ଏଲ୍‌ସିଭି ବର୍ଗରେ ବିପୁଳ ସୁଯୋଗ ରହିଛି । ବର୍ତମାନ ବାଣିଜ୍ୟିକ ଯାନ କ୍ଷେତ୍ରରେ ହେଉଥିବା ସୁଧାରରେ ଏହା ଅଗ୍ରଣୀ ସ୍ଥାନରେ ରହିଛି । ବଡା ଦୋସ୍ତ ଜରିଆରେ ଆମେ ବଡ଼ ଧରଣର ପ୍ରତିଶ୍ରୁତି ସହ ଏହି ବଜାରର ଗୁରୁତ୍ୱପୂର୍ଣ୍ଣ ଅଂଶକୁ ପୂରଣ କରିବୁ । ଏଲସିଭି ହେଉଛି ଆମ ପାଇଁ ଅଭିବୃଦ୍ଧିର ଏକ ବଡ଼ ବ୍ୟବସାୟ ଯାହାର ଅବଦାନ ଆମ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୪୦ ପ୍ରତିଶତ ଥିଲା ଓ ଚଳିତ ବର୍ଷ ମଧ୍ୟ ଏହା ବୃଦ୍ଧି ପାଉଛି । ନୂଆ ଓ ଦୃଢ଼ ବଡ଼ା ଦୋସ୍ତ ସହିତ ଆମେ ସାରା ଦୁନିଆରେ ଗୁଣାତ୍ମକ ଓ ଲାଭଦାୟକ ଯାନ ସନ୍ଧାନରେ ଥିବା ଗ୍ରାହକଙ୍କୁ ନେଇ ଗଠିତ ପରିବାରକୁ ନିଶ୍ଚିତ ରୂପେ ସଂପ୍ରସାରିତ କରିପାରିବୁ ।’’

ଶ୍ରୀଯୁକ୍ତ ନୀତିନ ସେଠ୍‌, ସିଓଓ, ଅଶୋକ ଲେଲ୍ୟାଣ୍ଡ୍ କହିଛନ୍ତି ଯେ, “ଆମର ଦୋସ୍ତ ଏଲ୍‌ସିଭିଗୁଡ଼ିକ ନିଜ ବର୍ଗରେ ସବୁଠୁ ସଫଳ । ୨୦୧୧-୧୨ରେ ପ୍ରଥମ ଉନ୍ମୋଚନ ପରଠାରୁ ଆମେ ନିରନ୍ତର ଭାବେ ବଜାର ଅଂଶ ହାସଲ କରୁଛୁ । କାର୍ ଭଳି ଅନୁଭୂତି ଓ ଗ୍ରାହକ କୈନ୍ଦ୍ରୀକ ଭାବ ଯୋଗୁଁ ଏହା ଗ୍ରାହକଙ୍କ ବିଶ୍ୱାସ ହାସଲ କରିଛି । ମୋର ଚବଶର ୨ କ୍ଟଲ ୨ ବିଶ୍ୱାସ ରହିଛି ଯେ ବଡା ଦୋଷ ହେଉଛି ସଠିକ୍ ସମୟ ପାଇଁ ଏକ ସଠିକ୍ ଉତ୍ପାଦ ଓ ଏହା ଦୋସ୍ତର ପରମ୍ପରାକୁ ଶ୍ରେଷ୍ଠ ଶିଖରକୁ ନେଇପାରିବ । ଆମର ହୋସୁରରେ ସ୍ଥାପନ କରାଯାଇଥିବା ସମ୍ପୂର୍ଣ୍ଣ ରୋବୋଟିକ୍ କ୍ୟୁବିକ୍ ଲାଇନ୍‌ରେ ଏହାକୁ ନିର୍ମାଣ କରାଯାଇଛି ।

୨୪ ଘଂଟା ସେବା ସହାୟତା ଓ ଶ୍ରେଷ୍ଠ ଗ୍ରାହକ ଅନୁଭୂତି ସହିତ ଏହା ଆମ ବ୍ରାଣ୍ଡ୍‌ର ଦର୍ଶନ ‘ଆପକି ଜିତ, ହମାରି ଜିତ୍‌’ର ଏକ ବାସ୍ତବ ଉଦାହରଣ ।’’ ବଡା ଦୋସ୍ତରେ ତିିନି ସିଟ୍ ବିଶିଷ୍ଟ କ୍ୟାବିନ୍ ରହିଛି ଯାହା ଉତ୍କୃଷ୍ଟ ଆରାମ ପ୍ରଦାନ କରୁଛି । ସେଥିରେ ଫୋଲଡେବଲ୍ ବ୍ୟାକ୍ ରେଷ୍ଟ୍ ଓ କୋଲାପ୍‌ସିବଲ୍‌ ହାଣ୍ଡ୍‌ବ୍ରେକ୍ ବ୍ୟବସ୍ଥା ରହିଛି । ଏଥିରେ ଡୁଆଲ ଟୋନ୍ ଡ୍ୟାସ୍‌ବୋର୍ଡ ଓ ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର୍ ରହିଛି ଯାହା ପ୍ରିମିୟମ୍ କାର ଭଳି ଅନୁଭୂତି ପ୍ରଦାନ କରିବ । ଏହି ଯାନରେ ପାୱାର ଷ୍ଟିୟରିଂ ଓ ଏସି ବିକଳ୍ପ ମଧ୍ୟ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version