No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋ ସେବା ସଂଘ ଟ୍ରଷ୍ଟ ର ସଭାପତି ମନୋଜ ଚିନାଗୁନଙ୍କ ନେତୃତ୍ୱରେ ଗୋପାଷ୍ଟମୀ ଉପଲକ୍ଷେ ଆଜି ସକାଳେ ଗୋପାଷ୍ଟମୀ କାମଧେନୁ ଯଜ୍ଞ ହେତୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳସ ଯାତ୍ରା କଣ୍ଟାବାଞ୍ଜି ଗାୟତ୍ରୀ ମନ୍ଦିରରୁ ଆରମ୍ଭ ହୋଇ ମୁଖ୍ୟ ରାସ୍ତା ଦେଇ ୪ ନମ୍ବର ରୋଡ ପୁରୁଣା ଗୁଜୁରାତି କାଠ ମିଲ କୁ ପହଞ୍ଚି କଳସ ଯାତ୍ରା ସମ୍ପନ୍ନ ହୋଇଥିଲା । ଏହି କଳସ ଯାତ୍ରାରେ ଗୋ ସେବା ସଙ୍ଘ ସମ୍ପାଦକ ରଘୁନାଥ ବଞ୍ଛାର୍ ସଦସ୍ୟ ନନ୍ଦନି ପାଣ୍ଡେ,
ବିଜେପି ଯୁବା ମୋର୍ଚ୍ଚା ସଭାପତି ଧର୍ମାନନ୍ଦ ଯୁଏଡ, ଜଗନ୍ନାଥ ପାଣିଗ୍ରାହୀ, ଗୋପାଳ ଶର୍ମା, ଅନୁପ ଶର୍ମା, ମନୋଜ ଶର୍ମା, ନିହରରଞ୍ଜନ ଦାସ, ଅମୃତା ବଛୋର୍, କାଂହା ବାଗ, ଅନିତା ବାଗ, ମୁଷ୍କାନ କୁମ୍ଭାର, ନେନା ଭରାସାଗର, ରିନୁ ଚିନାଗୁନ, ବନ୍ଧାନ, ଲକି ବେହେରା, କାହ୍ନା, ସଂଗ୍ରାମ ବାଗ, ହେମନ୍ତି, ଅଭିନାଶ, ରାଗେଶ୍ବରି, ଅମ୍ବିକା, କମଳ, କଳିକେଶ ପୁଞ୍ଜି ଓ ସମସ୍ତ ଗୋ ସେବା ସଂଘ ଟ୍ରଷ୍ଟର ସଦସ୍ୟ ଉପସ୍ଥିତ ଥିଲେ ।

No Result
View All Result