ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜେପି ବରିଷ୍ଠ ନେତା ଶିବାଜୀ ମହାନ୍ତି ଙ୍କୁ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ଉପ ସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି। ତାଙ୍କ ସହିତ ଅନ୍ୟ ୧୦ ଜଣଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ଶିବାଜୀ ମହାନ୍ତି ଙ୍କ ରାଜନୈତିକ ଜୀବନ କୁ ଯଦି ଦେଖୁବା ତ୍ ତାଙ୍କ ରାଜନୈତିକ କ୍ୟାରିୟର есгс ରେ ଯୁବ ସଂଗଠକ ଭାବରେ ଆରମ୍ଭହୋଇଥିଲା ।















