No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସ୍ବର୍ଗୀୟ ସତ୍ୟବାନ ମହାନନ୍ଦ (ଭିଜିଲାନସ୍ ଏସପି)ଙ୍କ ଅକାଳ ବିୟୋଗ ସକାଶେ ଲକ୍ଷେଘର ଗଣ୍ଡା ସମାଜ କଣ୍ଟାବାଞ୍ଜି ନୂଆପଡା ପକ୍ଷରୁ ସଭାପତି ଦୁଃଖିଶ୍ୟାମ ରାଏ ଙ୍କ ସଭାପତିତ୍ଵ ରେ ତାଙ୍କର ଅମର ଆତ୍ମାର ସତ୍ ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।
ସମାଜ ପ୍ରତି ତାଙ୍କର ଅତୁଲ୍ୟ ଅବଦାନ ରହିଛି ବୋଲି ବ୍ୟକ୍ତି ବିଶେଷ ନିଜ ଅଭିଭାଷଣରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଅମୁଲ୍ୟ ନାଗ, ରାଜେନ୍ଦ୍ର ଜାଲ, ସତ୍ୟନାରାୟଣ ରାଏ, ଅମରେନ୍ଦ୍ର ତାଣ୍ଡି, କୃଷିକ ଜାଲ, ଲଳିତ ନାଗ, ରତନ ବାଗ ସହ ସମାଜର ସମସ୍ତ ସଭ୍ୟ ଓ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ ।

No Result
View All Result