ଏହି କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ବିମଳ ହାତୀ ପତ୍ନୀ ଲିନା ହାତୀ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଛନ୍ଦା ଚରଣ ମିଶ୍ର ଦାୟିତ୍ବ ତୁଲାଇଛନ୍ତିପୂଜା ପାଞ୍ଚ ଦିନ ଧରି ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ । କମିଟି ସଦସ୍ୟ ଦୀପକ ମେହେର,ରଥି ସେଠ୍,ବାବ୍ରୁ ସେଠ୍,ଆକାଶ ସେଠ୍,ମାଂଗୁ ସେଠ୍,ସିଲୁ ବାରିକ, ସୁଶୀଲ ବାରିକ, ହରେକୃଷ୍ଣ ବାରିକ, ଛୁନକୁ ରଏତି,ଉମେଶ ବଗର୍ତ୍ତୀ, ଅରବିନ୍ଦ ଚନ୍ଦନ,ଗୋପୀ ଘିବେଲା,ବସନ୍ତ ଭିତରିଆ,ରାଜା ଦାସ ତଥା ଅନ୍ୟାନ୍ୟ ସଦସ୍ୟ ଓ ପଦା ବାସିନ୍ଦା ସହଯୋଗ କରିଥିଲେ ।

© 2023 Odisha Taza News.