ସକାଲୁ କିଛି ବ୍ୟକ୍ତି ଏହାକୁ ଦେଖି କଣ୍ଟାବାଞ୍ଜି ଜିଆର ପି ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳ ରେ କଣ୍ଟାବାଞ୍ଜି ଜି ଆର୍ ପି ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ କରିଛି । ପାରିବାରିକ ଅସନ୍ତୋଷ କାରଣରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ଏ ସମ୍ପର୍କରେ ଜିଆରପି ଅଧିକାରୀ ମକାରୁ ସାହୁ କହିଛନ୍ତି ଯେ ଆମେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛୁ ବୋଲି କହିଛନ୍ତି ।

© 2023 Odisha Taza News.