ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାର ମହେନ୍ଦ୍ରଗିରି କୁ ଯିବା ରାସ୍ତାର କଇଁପୁର ଠାରୁ ବୁରୁଖତ ମଧ୍ୟରେ ପାହାଡ ଧସି ରାସ୍ତା ଅବରୋଧ ହେବା ଫଳରେ ବିଭିନ୍ନ ସ୍ଥାନରୁ ଆସିଥିବା ୨୪ ପର୍ଯ୍ୟଟକ ରାସ୍ତା ମଝିରେ ଫସି ରହିଥିଲେ l

ଖବର ପାଇ ବିଳମ୍ବିତ ରାତିରେ ବନବିଭାଗ, ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗ ଅତିଥି ଭବନରେ ରଖିବା ସହ ସେମାନଙ୍କ ଖାଇବା ରହିବା ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଇଥିଲେ ।

ସୂଚନାଥାଉକି ଦଶହରା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ପରିଭ୍ରମଣ ପାଇଁ ଯାଇଥିଲେ ।