• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୮୧% ଲୋକ ମତରେ ବର୍ତମାନ ସ୍ଥିତିରେ ଅଧିକ ଆର୍ଥିକ ଯୋଜନା ଜରୁରୀ : ମ୍ୟାକ୍ସ ଲାଇଫ୍‌ ଆଇପିକ୍ୟୁ ଏକ୍ସପ୍ରେସ୍ ସର୍ଭେ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
September 12, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
୮୧% ଲୋକ ମତରେ ବର୍ତମାନ ସ୍ଥିତିରେ ଅଧିକ ଆର୍ଥିକ ଯୋଜନା ଜରୁରୀ : ମ୍ୟାକ୍ସ ଲାଇଫ୍‌ ଆଇପିକ୍ୟୁ ଏକ୍ସପ୍ରେସ୍ ସର୍ଭେ – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- କରୋନା ମହାମାରୀ ଭଳି ସଙ୍କଟ ସମୟରେ ମ୍ୟାକ୍ସଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଆଇପିକ୍ୟୁ ଏକ୍ସପ୍ରେସ୍ ସର୍ଭେ ରିପୋର୍ଟକୁ ଉନ୍ମୋଚନ କରାଯାଇଛି । କାଂଟାର ସହ ମିଶି କରାଯାଇଥିବା ଏହି ସର୍ଭେରେ ଅଂଶ କରିଥିବା ୮୧ ପ୍ରତିଶତ ଲୋକ ଜଣାଇଛନ୍ତି ଯେ ବର୍ତମାନ ସ୍ଥିତି ଆର୍ଥିକ ଯୋଜନା ଅଧିକ ଆବଶ୍ୟକ କରୁଛି । ଡିଜିଟାଲ୍ କ୍ଷେତ୍ରରେ ସକ୍ରିୟ ଥିବା ଭାରତୀୟମାନେ ନିଜର ଆର୍ଥିକ ସୁରକ୍ଷା, ସଂଚୟ, ନିବେଶ, ମେଡିକାଲ୍ ପ୍ରସ୍ତୁତି, ଉଦବେଗ ଏବଂ ନୂତନ ସ୍ତରକୁ କିଭଳି ଗ୍ରହଣ କରୁଛନ୍ତି ତାହା ଜାଣିବା ଲାଗି ଏହି ସର୍ଭେ କରାଯାଇଛି । ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତର ସୁରକ୍ଷା ଗୁଣିତକ ୪୬ ରହିଛି ଯାହା ଜାତୀୟ ହାର ୪୫ ଠାରୁ ଅଧିକ । ଦକ୍ଷିଣ ଓ ଉତର ଭାରତରେ ଜୀବନା ବୀମାର ମାଲିକାନା ସର୍ବାଧିକ ୭୮ ପ୍ରତିଶତ ରହିଥିବା ବେଳେ ପୂର୍ବାଂଚଳରେ ତାହା ୭୭% ଓ ପଶ୍ଚିମାଚଂଳରେ ୭୩ ପ୍ରତିଶତ ।

ଏହି ଅଂଚଳର ବୀମା ଜ୍ଞାନ ସୂଚୀ ୬୭ ରହିଛି । ଉତରରେ ଏହା ୬୬, ପଶ୍ଚିମରେ ୬୩ ରହିଥିବା ବେଳେ ଦକ୍ଷିଣାଚଂଳରେ ତାହା ୬୮ ରହିଛି । ୫୨ ପ୍ରତିଶତ ଡିଜିଟାଲ୍ ସହ ଜଡ଼ିତ ପୂର୍ବ ଭାରତୀୟ ଲୋକମାନେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି, ଏହି ଦକ୍ଷିଣ ଭାରତର ସୁରକ୍ଷା ସ୍ତର ୪୮% ରହିଛି । ଉତର ଏବଂ ପଶ୍ଚିମ ଜୋନ୍‌ରେ ସୁରକ୍ଷା ସ୍ତର ୫୩ ପ୍ରତିଶତ ରହିଛି । ପୂର୍ବ ଭାରତରେ ବୀମା ମାଲିକାନା ଦେଶରେ ସର୍ବାଧିକ ୪୦ ପ୍ରତିଶତ ରହିଛି । ଆୟକାରୀ ସଦସ୍ୟଙ୍କ ଅଭାବ ଏବଂ କରୋନା- ୧୯ ମାମଲାରେ ବୃଦ୍ଧି ଯୋଗୁଁ ଲୋକମାନେ ଉଦବିଗ୍ନ ରହୁଛନ୍ତି । କୋଭିଡ- ୧୯ର ଚିକି୍‌ସା ଓ ଜରୁରୀକାଳୀନ ମେଡିକାଲ୍ ଆବଶ୍ୟକତା ପାଇଁ ପୂର୍ବ ଭାରତର ଲୋକମାନେ ଅଧିକ ସଂଚୟ କରୁଥିବା ସର୍ଭେରୁ ଜଣାପଡ଼ିଛି । ଏହି ସର୍ଭେ ସଂପର୍କରେ ଆଲୋକ ଭାନ୍‌, ନିର୍ଦେଶକ ଓ ମୁଖ୍ୟ ମାର୍କେଟିଂ ଅଧିକାରୀ, ମ୍ୟାକ୍ସ ଲାଇଫ୍ ଇନ୍‌ସ୍ୟୁରାନ୍ସ କହିଛନ୍ତି ଯେ, “କୋଭିଡ୍‌- ୧୯ ଆମ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ସ୍ଥିତି ସୃଷ୍ଟି କରିଛି ।

ଏହି ସ୍ଥିତି ଆମକୁ ଶାରିରୀକ ଓ ମାନସିକ ସ୍ତରରେ ପ୍ରଭାବିତ କରୁଥିବା ଏହା ନିଜସ୍ୱ ଆର୍ଥିକ ଆହ୍ୱାନ ମଧ୍ୟ ସୃଷ୍ଟି କରିଛି । ନିଜ ପ୍ରିୟଜନଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଜୀବନ ବୀମାର ଗୁରୁତ୍ୱକୁ ଲୋକମାନେ ବୁଝିପାରିଛନ୍ତି । ପୂର୍ବ ଭାରତରେ ଜୀବନ ଓ ମିଆଦୀ ବୀମା ଗ୍ରହଣୀୟତା ବଢ଼ିଛି ଯାହା ଉତ୍ସାହଜନକ, କିନ୍ତୁ କୋଭିଡ୍‌-୧୯କୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁଁ ଆର୍ଥିକ ସୁରକ୍ଷା ଓ ସଚେତନତା ସ୍ତରରେ ଉନ୍ନତି ଆଣିବା ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆ ପ୍ରୋଟେକ୍ସନ କୋଟିଏଂଟ୍ ଏକ୍ସପ୍ରେସ୍ ସର୍ଭେର ନିର୍ଯ୍ୟାସକୁ ଉପସ୍ଥାପନ କରି ଏହି କଠିନ ସମୟରେ ବୀମା ସୁରକ୍ଷା ଜାରି ରଖିବା ଓ ବ୍ୟାପକ ଆର୍ଥିକ ସୁରକ୍ଷା ଗ୍ରହଣ କରିବା ଲାଗି ଏହି ଅଂଚଳର ଲୋକମାନଙ୍କୁ ଉତ୍ସାହିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version