ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ବିଜ୍ଞାପିତ ଅଞ୍ଚଳ ତରଫରୁ ଆଜି ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସ୍ବଚ୍ଛତା ହିଁ ସେବା ୨୦୨୫ ର ଜନ ସଚେତନତା କାର୍ଯ୍ୟ କ୍ରମ ତିନିଗୋଟି ୱାର୍ଡ ରେ ଦଶକାଠିଆ ଲୋକକଳା ମାଧ୍ୟମ ରେ ପ୍ରଦର୍ଶିତ କରାଯାଇଛି । ଉକ୍ତ କାର୍ଯ୍ୟ କ୍ରମ କୁ ସାଧାରଣ ଜନତା ଉପଭୋଗ କରିଥିଲେ ।















