No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୋହନା ବ୍ଲକ ର ଏକାଧିକ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । ଚଳିତ ବର୍ଷ ହେବାକୁ ବିଦ୍ୟାଳୟରେ ପୋଷାକ ବିତରଣ ପାଇଁ ବର୍ତ୍ତମାନ ଗୃଫ ମହିଳା ଙ୍କୁ ନିର୍ଦ୍ଦେଶ ଦେବା ବଦଳରେ
ଅନୁକମ୍ପା ମୂଳକ ଭାବେ ମୋହନାରେ ନିର୍ଦ୍ଧିଷ୍ଟ ଚାରୋଟି ଦୋକାନ ବ୍ୟବସ୍ୟାୟୀ ଙ୍କୁ ବିଇଓ ଦେଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଓ ବିଇଓ ଙ୍କ ସଲାସୂତରାରେ ଏଭଳି ନିର୍ଦ୍ଦେନାମା ପ୍ରସ୍ତୁତ ହୋଇଥିବା ନେଇ ବିଭାଗୀୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ସମେତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ମହିଳା ମାନେ ।

No Result
View All Result