• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଂଟାବାଞ୍ଜି ଏନ୍‌ଏସିରେ ପୁଣି ବିଗିଡି ଯାଇଛି ସଫେଇ ଅଭିଯାନ

ନିୟମ ମାନୁ ନାହାନ୍ତି ଲୋକେ ଅଥଚ ପରିମଳ ଚିନ୍ତା ଅଧିକ

Proprietor Abhimanyu Maharana by Proprietor Abhimanyu Maharana
September 20, 2025
in ଓଡ଼ିଶା, ବଲାଙ୍ଗିର, ହୋମ୍
0
କଂଟାବାଞ୍ଜି ଏନ୍‌ଏସିରେ ପୁଣି ବିଗିଡି ଯାଇଛି ସଫେଇ ଅଭିଯାନ
Share on FacebookShare on TwitterWhatsapp

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରରେ ପୁଣି ସଫେଇ ଅଭିଯାନ ବାଟମାରଣା ହୋଇଛି । ଠିକ୍ ସମୟରେ ସମସ୍ତ ଗାର୍ବେଜ ସ୍ଥଳୀର ସଫେଇ କରୁ ନଥିବା ଭଲି ଅଭିଯୋଗ ସହର ବାସୀ କରିବା ପରେ ଏବେ ଏନ୍‌ଏସିର ନିୟମକୁ ମଧ୍ୟ ଉଲ୍ଲଂଘନ ଲୋକେ କରୁଥିବା ଜଣାପଡିଛି । ଏହାକୁ ନେଇ ଏବେ ସହରବାସୀ ମଧ୍ୟ ଚିନ୍ତାରେ ଯେ, ସଫେଇ କାହିଁକି ଠିକ୍‌ରେ ହେଉ ନାହିଁ । ସହରର ଅନେକ ସ୍ଥାନରେ ଏଭଲି ଚିତ୍ର ରହିଛି ଯାହାର ଫୋଟୋ ମଧ୍ୟ ସୋସିଏଲ୍ ମିଡିଆ ରେ ସେୟାର ହେଉଛି ।କଂଟାବାଞ୍ଜି ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଏନ୍‌ଏସି ଅନେକ ଯୋଜନା ହାତକୁ ନେଇଛି । ସଫେଇ କାର୍ଯ୍ୟ କେମିତି ଭଲ ହେବ ସେ ନେଇ କିଛି ମାସ ହେଲା ଦିନକୁ ଦୁଇ ଥର ସଫେଇ କରୁଛି । ୯୦ରୁ ଅଧିକ ସଫେଇ କର୍ମଚାରୀ ରଖି ଏହି ସଫେଇ କାମ କରୁଥିବା ଜଣାପଡିଛି । ଏନ୍‌ଏସିରେ ୩ଟି ଟ୍ରାକଟର ରହିଛି ଯେଉଁଥିରେ ଅଳିଆ ଆବର୍ଯନା ସହରର ଅନେକ ଗଳି କନ୍ଦିରୁ ଉଠାଯାଉଛି । ଗୋଟିଏ ଟ୍ରାକ୍ଟରରେ ୫ଜଣ କର୍ମଚାରୀ ରହୁଛନ୍ତି । ସେହିପରି ଛୋଟା ହାତୀ ପରି ଗାଡି ମଧ୍ୟ ୪ଟିରହିଛି ଏଥିରେ ୩ଜଣ ଲେଖାଏଁ କର୍ମଚାରୀ ରହି ସଫେଇ କାମ କରୁଛନ୍ତି ।

ସକାଳୁ ୬ଟାରୁ ୧୦ଟା ଓ ସନ୍ଧ୍ୟା୪ଟାରୁ ୬ଟା ପର୍ଯ୍ୟନ୍ତଏହି ସଫେଇ କାମ ଯୋର ସୋର ରେ କର୍ମଚାରୀ ନିୟୋଜିତ କାମ କରୁଛନ୍ତି ଗତ ୬ମାସ ହେଲା ନୁଆ ଟେଣ୍ଟର ରେ କାମ କରୁଥିବା ଠିକା ସଂସ୍ଥା ଏହି ସମସ୍ତ କର୍ମଚାରୀ ଙ୍କ କଥା ବୁଝୁଥିବା ମଧ୍ୟ ଜଣାପଡିଛି । ତେବେ ସହରର ଅନେକ ସ୍ଥାନରେ ଅଳିଆ ଏବେ ମଧ୍ୟ ଭର୍ତ୍ତି ହୋଇଥିବା ଚିତ୍ର ଦେଖାଦେଇଛି । ସନ୍ଧ୍ୟା ସମୟରେ କେବଳ ସମସ୍ୟା ଥିବା ବା ଅଭିଯୋଗ ହେଉଥିବା ସ୍ଥାନରେ ହିଁ ସଫେଇ ହେଉଥିବା ଜଣାପଡିଛି । କିଛି ସ୍ଥାନର ଅଳିଆକୁ ମାସ ମାସ ପର୍ଯ୍ୟନ୍ତ କର୍ମଚାରୀ ସଫେଇ କରୁନଥିବା ର ଭିଡିଓ ମଧ୍ୟ ଭାଇରାଲ ହେଉଛି ।

ଏହାକୁ ନେଇ ଏନ୍‌ଏସି କର୍ମଚାରୀ ଓ ସେନିଟେସନ୍ ଏକ୍ସପର୍ଟ ଦାୟିତ୍ୱରେ ଥିବା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି । ଅନ୍ୟପକ୍ଷରେ ଏନ୍‌ଏସିର ନିୟମ କୁ କିଛି ବ୍ୟକ୍ତି ମାନୁ ନଥିବା ମଧ୍ୟ ଜଣାପଡିଛି । ଲୋକେ ଏଣେତେଣେ ଅଳିଆ ଗଦା କରିବା ସହ ଦୋକାନ ପ୍ରତିଷ୍ଠାନ ସମ୍ନାରେ ମନ ଇଚ୍ଛା ଅଳିଆ ଗଦା କରିଦେଉଛନ୍ତି , ପରେ ଏନଏସି ଗାଡି ଅଲିଆ ଆଣିବାକୁ ଆସିଲେ ସୁଦ୍ଧା ଗାଡିରେ ଅଲିଆ ନ ଦେଇ ରାସ୍ତା ପାଶ୍ୱର୍ରେ ଫୋପାଡି ଦେଉଥିବା ଏନ୍‌ଏସି କର୍ମଚାରୀଙ୍କୁ ଦୁଇଗୁଣ ପରିଶ୍ରମ କରିବାକୁ ପଡୁଛି ।

ତେବେ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱରେ ରହିଥିବା ତହସିଲଦାର ବିଶ୍‌ନାଥ ଖାଲକୋ ମଧ୍ୟ ଏଥିରେ ପ୍ରତି ଶକ୍ତ ହେବା ସହ କଡା କାର୍ଯ୍ୟନୁଷ୍ଠାନ ନେଇ ନିୟମ ଭାଙ୍ଗି ଏଣେତେଣେ ଅଳିଆ ଆବର୍ଯନା ଫୋପାଡୁ ଥିବା ବ୍ୟକ୍ତିଙ୍କ ଉପରେ ଫାଇନ୍ ଆଦାୟ କଲେ ଲୋକେ ଉପକୃତ ହେବେ ଏବେ ଗାର୍ବେଜ ପଏଣ୍ଟ ରେ ଅଳିଆ ଭତ୍ତି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ସେନିଟେସନ୍ ଏକ୍ସପର୍ଟ ହେମନ୍ତ ସ୍ୱାଇଁ କହିଛନ୍ତି ଯେ, ସଫେଇ ତ ଠିକ୍ ଚାଳିଛି ଲୋକେ ଅଧିକ ସହଯୋଗ କଲେ ଆମେ ଆହରୀ ସଫେଇ କାର୍ଯ୍ୟକୁ ଅଧିକ କରିପାରିବା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version