ଲୋକଙ୍କ ସରକାରରେ ସହଜ ହେଉଛି ଯାତାୟତ ବ୍ୟବସ୍ଥା । ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆମ ବସ୍ ପାଇଁ ହ୍ଵାଟ୍ସ ଆପ୍ ଆଧାରିତ ଟିକେଟ ବୁକିଂ ସେବା ଏବଂ ଡିଜିଟାଲ ଟିକେଟ ଉପରେ ସ୍ୱତନ୍ତ୍ର ରିହାତି ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି । ଏହି ଡିଜିଟାଲ ଟିକେଟରେ ମହିଳାମାନଙ୍କୁ ୧୫% ଓ ଅନ୍ୟମାନଙ୍କୁ ୧୦% ରିହାତି ମିଳିବାର ବ୍ୟବସ୍ଥା ଅଛି ।