ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିଚାଳନା ସମିତି ର ପୂର୍ବତନ ସଭାପତି ତଥା ବାଲିଗୁଡା ର ପୂର୍ବତନ ବିଧାୟକ ଙ୍କ ବିୟୋଗ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ସୋମବାର ସମସ୍ତ ଶ୍ରେଣୀ କକ୍ଷରେ ଏକ ମିନିଟ୍ ଲେଖାଏଁ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇ ଯାଇଛି l















