ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକି ଗାଁର ଶତାୟୁ ପୁରୁଷ ମକରା ପ୍ରଧାନୀ ଙ୍କ ଦ୍ୱାଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତ ମକରା ପ୍ରଧାନୀ ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଦିବାକର ପ୍ରଧାନୀ ଙ୍କ ବାପା ହୋଇଥିବା ବେଳେ ତାଙ୍କର ୧୦୩ ବର୍ଷ ବୟସରେ ପରଲୋକ ହୋଇଛି l ସେ ଜଣେ ମେଳାପୀ ବ୍ୟକ୍ତି ହୋଇଥିବା ବେଳେ ବିଦ୍ୟୁତ ବିଭାଗ ଓ ବନ ବିଭାଗ ରେ ଚାକିରୀ କରିଥିଲେ l ମଙ୍ଗଳବାର ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସାମାଜିକ ସମରସତା ପ୍ରମୁଖ ତରଣୀସେନ ଦାସ, ଆରଏସଏସ ସହ ବିଭାଗ ପ୍ରଚାରକ ମୁନୀନ୍ଦ୍ର ଶବର,
















