ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଛେଳାଗଡ ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ବୈଠକ ଗୃହଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ କରାଯାଇଥିଲା । ଉକ୍ତ ବୈଠକଟି ସ୍ଥାନୀୟ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ସୁମତା ରଇତଙ୍କ ନେତୃତ୍ବରେ ବୈଠକ କରାଯାଇଥିଲା । ଉକ୍ତ ବୈଠକର ପ୍ରାମ୍ଭରୁ ବାଲେଶ୍ବର ଫକୀର ମହୋନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ଛାତ୍ରୀ ଶୁଶ୍ରୀ ସୌମ୍ୟଶ୍ରୀଙ୍କ ଆତାମର ସଦଗତି ନିମନ୍ତେ ୨ମିନିଟ୍ ଶୋକ ପ୍ରାର୍ଥନା କରାଯାଇ ବୈଠକଟିକୁ ଆରମ୍ଭ କରାଯାଇଥିଲା ।ଉକ୍ତ ବୈଠକରେ ଗତ ୧୨.୦୭.୦୨୫ ରିଖ ଦିନ କରାଯାଇଥିବା ପୂର୍ବ ବୈଠକର ବିବରଣି ପାଠ କରାଯାଇଥିଲା ।














