ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ସିମନବାଡ଼ି ରାସ୍ତାରେ ଗୁରୁମୁଣ୍ଡା ଠାରେ ନିର୍ମାଣ ହେଉଥିବା ପୋଲ ଅତି ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l ଏହି ପୋଲ ନିର୍ମାଣ ପାଇଁ କେନ୍ଦ୍ରସରକାର ତରଫରୁ ୨କୋଟି ୮୫ ଲକ୍ଷ ୧୯ ହଜାର ୮୪୪ ଟଙ୍କା ମଞ୍ଜୁର କରାଯାଇଥିଲା ।

ହେଲେ ଏହି କାଯ୍ୟ ଡିସେମ୍ବର ମାସ ୨୦୨୪ ମସିହାରୁ ଆରମ୍ଭ ହୋଇ ଥିଲା ଏହାର କାଯ୍ୟ ୨୦୨୫ ମସିହା ମାର୍ଚ୍ଚ ମାସରେ ସରିବା କଥା କିନ୍ତୁ ଏହା ନିର୍ଧାରିତ ସମୟ ଅତିକ୍ରମ କରିସାରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ ।

ଯାହାରି ଫଳରେ ବୁଡ଼ାଗୁଡା ପଞ୍ଚାୟତ କୁ ଆସିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳର ଜନସାଧାରଣ। ଏନେଇ ସ୍ଥାନୀୟ ବାସିନ୍ଦା ଠିକାଦାରଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେବି କୌଣସି ସୁଫଳ ମିଳୁନଥିବା ବିଜେପିର ବ୍ଲକ ସମ୍ପାଦକ ସୋଭାଗ୍ୟ କୁମାର ସୁବୁଦ୍ଧି, ବିଜେପି ବୁଡ଼ାଗୁଡା ପଞ୍ଚାୟତ ସଭାପତି ପ୍ରଦୀପ୍ତ କୁମାର ସାହୁ, ଅନ୍ତରଙ୍ଗ ଯୁବକ ସଂଘ ସଭାପତି ସୁକାନ୍ତ ବେହେର ଦଳାଇ, ବିଜେପି ଉପସଭାପତି ସଞ୍ଜୟ ଗୌଡ଼,















