• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଗ୍ରାମବାସି ଓ ପରିବାର ବର୍ଗ ମିଶି ଶତାଧିକ ମହିଲା ପୁରୁଷ ସାମିଲ ହୋଇ କଂଟାବାଞ୍ଜି ଥାନାକୁ ଘେରିଥିଲେ :  ହତ୍ୟାକାରୀକୁ ଗିରଫ କରିବା ଓ କଠୋର ଦଣ୍ଡ ଦେବା ସହ ଫାସୀ ଦେବାକୁ ଦାବି କରିଥିଲେ

Proprietor Abhimanyu Maharana by Proprietor Abhimanyu Maharana
July 2, 2025
in ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍
0
ଗ୍ରାମବାସି ଓ ପରିବାର ବର୍ଗ ମିଶି ଶତାଧିକ ମହିଲା ପୁରୁଷ ସାମିଲ ହୋଇ କଂଟାବାଞ୍ଜି ଥାନାକୁ ଘେରିଥିଲେ :  ହତ୍ୟାକାରୀକୁ ଗିରଫ କରିବା ଓ କଠୋର ଦଣ୍ଡ ଦେବା ସହ ଫାସୀ ଦେବାକୁ ଦାବି କରିଥିଲେ
Share on FacebookShare on TwitterWhatsapp

— ପରିତ୍ୟକ୍ତ କୁଅଁରୁ ଯୂବକଙ୍କ ଗଳିତ ଶବ ଉଦ୍ଧାର

— ପ୍ରେମ ପାଇଁ ବଳି ପଡିଲେ କୁଞ୍ଜ

— ଲୁହା ରଡ୍‌ରେ ମାଡ଼ ଦେଇ ହତ୍ୟାପରେ ପିଙ୍ଗି ଦେଲେ କୁଅଁରେ

— ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍)  :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ସହରର ଆଶ୍ରମପଡା ନିକଟରେ ଥିବା ପୁରୁଣା ସିମେଂଟ କାରଖାନା ପଛପଟେ ଥିବା ଶାଗୁଆନ ଜଙ୍ଗଳ ଭିତରର ଏକ ପରିତ୍ୟକ୍ତ କୁଅଁରୁ ରବିବାର ଏକ ଗଳତ ଶବକୁ ଠାବ କରିଥିଲେ ଗ୍ରାମବାସୀ । ତେବେ ଘଟଣା ପରେ ପୁଲିସ ପଂହଚି ଏହାର ତଦନ୍ତ କରିବା ସହ କୁଅଁ ଭିତରେ ଥିବା ଶବକୁ ଉଦ୍ଧାର କରି ତଦନ୍ତ କରୁଥିଲା । ତେବେ ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା । ଏଥିରେ ସଂପୃକ୍ତ ରହିଥିବା ମୁଖ୍ୟ ଅଭିଯୂକ୍ତ ସତ୍ୟ ନାଗ(୨୦) ଓ ସହଯୋଗୀ ଶଙ୍କର ଖର୍ସେଲ(୧୮)କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ସୁଚନା ଦେଇଛନ୍ତି ବଲାଙ୍ଗିର ଅତିରିକ୍ତ ଏସପି ଆଲୋକ ଜେନା ।

ସୋମବାର ସନ୍ଧ୍ୟା ରେ ସମ୍ବାଦିକ ସମ୍ମିଳନୀରେ ଦେଇଥିବା ସୁଚନା ଅନୁସାରେ ଗତ ୨୦ତାରିଖ ଦିନ ଏକ ମେନ୍‌ମିସିଂ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲା । ଏଥିରେ ଡୁମେରଚୁଆଁ ଗାଁର କୁଞ୍ଜ ନିଖୋଜ ଥିବା ନେଇ ପୁଲିସ ବିଭିନ୍ନ ଦିଗରେ ତଦାରଖ କରୁଥିଲା । ଏହାରି ଭିତରେ ପୁଲିସ ମୃତ କୁଞ୍ଜର ମୋବାଇଲ୍ କୁ ଆସିଥିବା ଲାଷ୍ଟ କଲ୍ କୁ ଟ୍ରେସ୍ କରି କାହାର ଫୋନ ଆସିଥିଲା ତାହା ଯାଂଚ କରିଥିଲା । ତେବେ ଏଥିରେ ସେହି ଗାଁର ସତ୍ୟ ନାଗ ହିଁ ଫୋନ୍ କରି ଡାକିଥିଲା । ଏହା ପରେ ପୁଲିସ ଏକ ଟିମ୍ ଗଠନ କରି ମୋବାଇଲ୍ ଲୋକେସନ୍ ହିସାବରେ ପ୍ରଥମେ ସତ୍ୟକୁ ଉଠାଇ ଆଣି ତଦନ୍ତ କରିଥିଲା । କୁଞ୍ଜକୁ କେଉଁ ଭଲି ଭାବରେ ହତ୍ୟା କରାଯାଇଛି ସମସ୍ତ ଘଟଣାର ସତ୍ୟକଥା ଉଗାଲିଥିଲା ସତ୍ୟ ।

ସଂପୃକ୍ତ ଥିବା ସହଯୋଗୀ ଶଙ୍କର ଖର୍ସେଲକୁ ମଧ୍ୟ ଅଟକ ରଖି ପୁଣି ଅଧିକ ତଦନ୍ତ ଜାରି ରଖିଥିଲା ପୁଲିସ । ଏଥିରେ ଦୁଇଜଣ ସାଙ୍ଗ ସତ୍ୟ ଓ ଶଙ୍କର ସାମିଲ ଥିବା ଜଣାପଡିଛି । ପ୍ରଥମେ କୁଞ୍ଜକୁ ଏକାଟିଆ ଡୁମେରଚୁଆଁ ଗାଁ ମୁଣ୍ଡକୁ ଡାକି ପୁର୍ବରୁ ପ୍ରସ୍ତୁତ କରିଥିବା ପ୍ଲାନ ହିସାବରେ ଏକ ଲୁହା ରଡ୍ ରେ ମୁଣ୍ଡରେ ଯୋର୍ ରେ ମାଡ ମାରି ହତ୍ୟାକରିଥିଲା ସତ୍ୟ । ପରେ ମୃତ କୁଞ୍ଜକୁ ଅଖା ବସ୍ତାରେ ପୁରାଇ ବାଇକ୍ ଯୋଗେ ନିଜ ସହଯୋଗୀ ସହ ପୁରୁଣା ସିମେଂଟ କାରଖାନା ପଛପଟେ ଥିବା ପରିତ୍ୟକ୍ତ କୁଅଁରେ ପିଙ୍ଗି ଦେଇଥିଲେ । ଏହା ପରେ ଅଖାକୁ ପୋଡି ଅନ୍ୟ ଏକ ସ୍ଥାନରେ ପୋତି ଦେଇଥିଲେ ।

ତେବେ ବ୍ୟବହାର କରିଥିବା ମୋବାଇଲ ଓ ବାଇକ୍ କୁ ମଧ୍ୟ ଅନ୍ୟତ୍ର ଲୁଚାଇ ଦେଇଥିଲେ । ହତ୍ୟାକରିବାର ଘଟଣାରେ ପ୍ରେମ କାହାଣୀ ଥିବା ପୁଲିସ ଆଗରେ ସ୍ୱୀକାର କରିଛି ସତ୍ୟ । ପୁର୍ବରୁ କୁଞ୍ଜର ମୋବାଇଲ ବ୍ୟବହାର କରି ସତ୍ୟ ଏକ ଯୁବତୀ ସହ ପ୍ରେମ କଥା ହେଉଥିଲା । କାଲେ ସେ ଧରା ପଡିଯିବ ସେଥି ପାଇଁ କୁଞ୍ଜ ମୋବାଇଲ ବ୍ୟବହାର କରି ଯୁବତୀ ସହ କଥା ହେଉଥିଲା । ଦୁଇ ବର୍ଷ କଥା ହେବା ପରେ କିନ୍ତୁ ସତ୍ୟ ନାଗ କୁଞ୍ଜକୁ ସନ୍ଦେହ କରିଥିଲା ଯେ ମୋର ପ୍ରେମିକା ସହ ମଧ୍ୟ ପ୍ରେମ କରୁଛି କୁଞ୍ଜ । ଏ ଘଟଣା ପରେ ସନ୍ଦେହ କରି କରି ସେ ରାଗି ଯାଇଥିଲା । ପରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଯେ କୁଞ୍ଜକୁ ରାସ୍ତାରୁ ହଟାଇ ଦେଲେ ମୋର ପ୍ରେମ ବଂଚି ଯିବ ।

ଏହା ପରେ ଜଘନ୍ୟ ଘଟଣା ଘଟାଇବା ପାଇଁ ପଛାଇଲା ନାହିଁ ସତ୍ୟ । ନିଜ ସାଙ୍ଗ ଶଙ୍କର ସହ ମିଶି ଏତେ ବଡ ହତ୍ୟା କରିଥିଲା । ତେବେ ପୁଲିସ ଏହି ଘଟଣାର ସମସ୍ତ ସିନ୍ ରେକ୍ରେସନ୍ ମଧ୍ୟ କରିଛି । ଆଜି ସମସ୍ତ ଘଟଣା ଉପରେ ପର୍ଦଫାସ ହେବା ପରେ ଅଭିଯୁକ୍ତ ସତ୍ୟ ନାଗ ଓ ଶଙ୍କର ଖର୍ସେଲ କୁ କୋର୍ଟ ଚାଲଣ କରିଥିବା ବେଲେ ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୁଚନା ମିଲିଛି । ଏଥିରେ ପୁଲିସ ଏକ ଲୁହା ରଡ୍‌, ଭଙ୍ଗା ମୋବାଇଲ ଓ ଗୋଟିଏ ଅପରେସନ୍ କରିବା ବ୍ଲେଡ୍ ଜବତ କରିଛି ।

ଏହା ସହ ଆଜି ଗ୍ରାମବାସି ଓ ପରିବାର ବର୍ଗ ମିଶି ଶତାଧିକ ମହିଲା ପୁରୁଷ ସାମିଲ ହୋଇ କଂଟାବାଞ୍ଜି ଥାନାକୁ ଘେରିଥିଲେ । ଏଥିରେ ହତ୍ୟାକାରୀକୁ ଗିରଫ କରିବା ଓ କଠୋର ଦଣ୍ଡ ଦେବା ସହ ଫାସୀ ଦେବାକୁ ଦାବି କରିଥିଲେ । ଆଜିର ସମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ଲକ୍ଷ୍ମିନରାୟଣ ମାରାଣ୍ଡି, କଂଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରା, ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜିବ ପଧାନ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version