ସରାମୁଳି, କିରାମାହା, କିନାରୀଗାଁ, ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ମୋବାଇଲ ନେଟ୍ଓ୍ବର୍କ ସମସ୍ୟାର ସମାଧାନ ସହ ପିଇବାପାଣି, ଗମନାଗମନ, ରାସ୍ତା ସମ୍ପ୍ରସାରଣ, ରାସ୍ତା ମରାମତି ଆଦିର ଉନ୍ନତି ଓ ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଜଣାଇଛନ୍ତି । ସେହିପରି ଷ୍ଟ୍ରିଟ୍ ଆଲୁଅ ବ୍ୟବସ୍ଥା, ଡ୍ରେନେଜ୍ ସମସ୍ୟା, ପର୍ଯ୍ୟଟନକ୍ଷେତ୍ର ଯୋଗୀ ମଠର ବିକାଶ ଆଦି ଆଲୋଚନା କରିଛନ୍ତି। ବିଡିଓ ରଥ ଏହି ସବୁ କାର୍ଯ୍ୟ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯାଇଛି ଏବଂ ବିକାଶର ପ୍ରକ୍ରିୟା ଚାଲିଛି ଆଗକୁ ଆହୁରି ତ୍ୱରାନ୍ବିତ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

© 2023 Odisha Taza News.