ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ଅରୁନ୍ଧତୀ ପ୍ରଧାନ, ଅଧିକାରୀ ହମନ୍ ଦିବାକା, ଶୈକ୍ଷିକ ଅଧିକାରୀ ଡ଼.ସୁଶାନ୍ତ କୁମାର ଦାସ, କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା, ବାଣିଜ୍ୟ ବିଭାଗ ମୁଖ୍ୟ ସରୋଜ କୁମାର ପାଠୀ ଯୋଗ ପ୍ରଶିକ୍ଷିକା ମିସ୍ ତନୁଜା ପ୍ରମୁଖ ଉପସ୍ଥିତ ରହି ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନବଜାତି ସୁସ୍ଥ ରହିବ ମାନସିକ,
ଶାରୀରିକ ସ୍ତରରେ ଉନ୍ନତି ଘଟିବା ସହ ମନରେ ଶାନ୍ତି ଫେରିବ। ଆଉ ବିପଦ ପୂର୍ଣ୍ଣ ରୋଗବ୍ୟାଧିରୁ ଦୁରେଇ ରହିବ ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏହାଦ୍ୱାରା ସାମାଜିକ ସ୍ତରରେ ଉନ୍ନତି ଆସିବା ସହ ସ୍ଥିର ମନ ସୃଷ୍ଟି ହେବ ଓ ପାଠ ଭଲ ପଢିବାକୁ ଇଚ୍ଛା ବଢିବା ସହ ପାଠ ମନେ ରହିବ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l

© 2023 Odisha Taza News.