ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ପଣ୍ଡରିଯୋର ପଞ୍ଚାୟତ ପରିସରରେ ଶୁକ୍ରବାର ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥକୁ ସ୍ୱାଗତ କରାଯାଇଥିଲା I ଏହି ଅବସରରେ ଏଲ୍ଇଡ଼ି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା I
ଆୟୋଜିତ ସଭାରେ ସରପଞ୍ଚ ଶ୍ରୀମତୀ ସୁଶୀଳା ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ, ସମ୍ମାନିତ ଅତିଥି ଭାବେ ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତ ପ୍ରଭା ନାଗ, ପିଇଓ ଅନୁରାଧା ସାହୁ,

ଏଡ଼ିଇଓ ନୟନା କାଣ୍ଡ, ଜିଆର୍ ଏସ ଅନିଲ ତାଣ୍ଡି, ଯୋଗାଣ ସହାୟକ ନାରାୟଣ ଯୁଏଡ଼, ସମାଜ ସେଵୀ ଗିରିଧାରୀ ମେହେର, ସାମାଜିକ ସୁରକ୍ଷା ଅଧିକାରୀ ଅଭିଜିତ ସେଠ, ସ୍ୱାସ୍ଥ୍ୟ ବିଭାଗ, ଅଙ୍ଗନବାଡି ଓ ଆଶା କର୍ମୀ, ଏମ ଵି କେ, ସି ଆର ପିଲା ଏବଂ















