ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) ନୟାଗଡ :– ନୟାଗଡରେ ଆରାଧ୍ୟା ଦେଵୀ ମା’ଦକ୍ଷିଣକାଳୀଙ୍କ ନିକଟରେ ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁ ଙ୍କ କରୋନା ଆକ୍ରାନ୍ତ ପରିପ୍ରେକ୍ଷୀରେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା ସହ ସମଗ୍ର ଓଡିଶା ବାସୀଙ୍କ ମଙ୍ଗଳ କାମନା କରି ସମୂହ ଦୀପଦାନ କରାଯାଇଛି ।
ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ସାହୁ, ପୂର୍ଣ୍ଣ ନାୟକ, ରବି ଜେନା, ସତ୍ୟବ୍ରତ ପଟ୍ଟନାୟକ, ଦୁର୍ଯ୍ୟୋଧନ ବେହେରା, ଶ୍ରୀକାନ୍ତ ପଟ୍ଟନାୟକ, ନେତ୍ରାନନ୍ଦ ସାହୁ, ପ୍ରଦୋଷ ପଟ୍ଟନାୟକ, ବିଜୟ ମହାନ୍ତି, ଗୁରୁ ପ୍ରସାଦ ଜେନା ପ୍ରମୁଖ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆବଶ୍ୟକ କୋଭିଡ ନିୟମାନୁଯାୟୀ ଆଗେଇ ନେଇଥିଲେ ।
ଅଦ୍ୟ 03.08.20 ରିଖ ମହାବୀର ମନ୍ଦିର ପ୍ରାଙ୍ଗଣରେ ଯୁବରାଜ ଯୁବ ସାଂସଦ ଓ ୱାର୍ଡ ନ 2 ର ବାସିନ୍ଦା ମାନଙ୍କ ଦ୍ଵାରା ଆମର ପ୍ରିୟ ବିଧାୟକ ତଥା ମନ୍ତ୍ରୀ ଡ୍ ଅରୁଣ କୁମାର ସାହୁ ଙ୍କ ଆସୁ ଆରୋଗ୍ୟ କାମନା କରି ସମୂହ 108 ଦୀପ ପ୍ରଜଳନ୍ କରାଗଲା (ରିପୋର୍ଟ ରାମ କୃଷ୍ଣ ରଥ)