ମର୍ଣିଙ୍ଗ ମିଟର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ନଗର ବିଜେପି ଉପ ସଭାପତି ସ୍ଵାଧୀନ ଚେତା ମହାନ୍ତି, ଲିଭ୍ ଲାଇଭିର ମୁଖ୍ୟ ପରିଚାଳକ ଟିଟନ ସାହୁ, ବିନୟ କୁମାର ଜେନା,ଯୁଗଳ କିଶୋର ସାହୁ,କରିମ ସା,ଅନିଲ ମହାନ୍ତି, ବଲ୍ଲଭ କୁମାର ଜେନା,
ମୁକ୍ତିକାନ୍ତ ମହାପାତ୍ର,ଗିରିଶ ଚନ୍ଦ୍ର ବାରିକ, ପ୍ରଦିପ୍ତ କୁମାର ଦାସ, ପ୍ରମୁଖ ସଦସ୍ୟ ମାନେ ଯୋଗଦେଇ ସମାଜ ସେବୀ ସୁଧିର କୁମାର ପଟ୍ଟନାୟକଙ୍କୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ।ୟୁ ଜୀବନ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମର୍ଣିଙ୍ଗ ମିଟର ସମସ୍ତ ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

© 2023 Odisha Taza News.