No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ରାଜିବୀ ଗାନ୍ଧୀ ପଞ୍ଚାୟତ ସଂଗଠନ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ସହିତ ବୃଦ୍ଧାଶ୍ରମର ଅନ୍ତେବାସୀ ଙ୍କ ପକ୍ଷରୁ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଜାଣିଥିଲେ । ଆୟୋଜିତ ଉତ୍ସବରେ କଟକ ଜିଲ୍ଲା ରାଜୀଵ ଗାନ୍ଧୀ ସଂଗଠନର ସଂଯୋଜକ ତଥା ସିଏମଡି ୫୮ ନମ୍ବର ୱାର୍ଡର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା,
ରାଜ୍ୟସଂଗଠନର ସାଧାରଣ ସଂପାଦକ ନିରଞ୍ଜନ ଲେଙ୍କା, ସମାଜସେବୀ ତଥା ଡ଼୍ରିମ ହୋମ ଫାଉଣ୍ଡେସନ ର ସଭାପତି ଅନିତା ବେହେରା, ସଂପାଦକ ଅନୁପ ସ୍ୱାଇଁ, ପ୍ରଦୀପ ପଲେଇ,ଏସ କେ ସାଜିଦ, ସୂର୍ଯ୍ୟ ନାରାୟଣ ଦାସ, ସୁଭାଶିଷ ମହାନ୍ତି, ସ୍ଵପ୍ନନା ସିଂହଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଙ୍କ ସ୍ମୃତି ଚାରଣ କରିଥିଲେ ।

No Result
View All Result