ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ବରୀ :– ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କୁ କୋରନା ଆକ୍ରାନ୍ତ । ଶ୍ରୀମତୀ ସୁନନ୍ଦା ଦାସ ଏନେଇ ଆଜି ନିଜ ଅଫିସିଆଲ୍ ଫେସବୁକ୍ ଓ ଟୁଇଟର ଆକାଉଣ୍ଟ୍ ରେ ଜନସାଧାରଣ ଙ୍କ ଅବଗତ ନିମନ୍ତେ ଲେଖି ଜଣାଇଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଅଛି ଓ ସେ ହୋମ୍ କ୍ୱାରେନଟାଇନ୍ ରେ ଅଛନ୍ତି ।