No Result
View All Result
ଆର, ଉଦୟଗିରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଗାଈକୁ ବଞ୍ଚାଇବାକୁ ଯାଇ ରାସ୍ତାକଡକୁ ଖସିଲା ଯାତ୍ରୀବାହି ବସ୍l ସୂଚନା ପ୍ରକାରେ ଆଜି ସକାଳେ ହନୁମାନ ନାମକ ଏକ ଘରୋଇ ଯାତ୍ରୀବାହୀ ପ୍ରତିଦିନ ଭଳି ପାରଳାଖେମୁଣ୍ଡି ଠାରୁ ମୋହନା ଯାଉଥିବା ବେଳେ
ଆର – ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ହାଟପଦା ଠାରେ ଗାଈକୁ ଧକ୍କାଦେଇ ଭାରସାମ୍ୟ ହରାଇ ରାସ୍ତାକୋଡକୁ ଗାଡିଟି ଚାଲିଯାଇଥିଲା l ତେବେ ଗାଡ଼ିରେ ମୋଟ 30 ରୁ ଉର୍ଦ୍ଧ ଯାତ୍ରୀ ବସିଥିବାବେଳେ କାହାରକିଛି କ୍ଷତି ହୋଇନାହିଁ l ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚାଲିଛି ।
No Result
View All Result