ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ନୟାଗଡ :– ନୟାଗଡ ପୌରପରିଷଦ ଅନ୍ତର୍ଗତ ୩ ନଂ ୱାର୍ଡ ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଠାରେ ରାଜ୍ୟ ମନ୍ତ୍ରୀ ତଥା ବିଧାୟକ ଡ଼. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ପରିପ୍ରେକ୍ଷୀରେ ରେ ଦ୍ରୁତ ଆରୋଗ୍ୟ କାମନା କରି ସୁଭେସୁଙ୍କ ତରଫରୁ ସାମାଜିକ ଦୂରତା ମଧ୍ୟସରେ କୋଭିଡ ଆଇନକୁ ସମ୍ମାନ ଜଣାଇ ସମୂହ ଦୀପଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କାଉନ୍ସିଲର ନେତ୍ରାନନ୍ଦ ସାହୁ,ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, କୈଳାଶ ଜେନା, ସାମ୍ବାଦିକ ରାମକୃଷ୍ଣ ରଥ ,ବିନୋଦ ବେହେରା, ଅଭିମନ୍ୟୁ ବାରିକ, ସିଲୁ ସାହୁ ପ୍ରମୁଖ ଏହି ଦୀପଦାନରେ ସାମିଲ ହୋଇଥିଲେ । (ରିପୋର୍ଟ /ରାମକୃଷ୍ଣ ରଥ )














