• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଧାପନ୍ତରିଆ କାମ ଛାଡି ନିର୍ମାଣ ସଂସ୍ଥା ଛୁ : ଲୋକ ଆନ୍ଦୋଳନ ପାଇଁ ଚେତାବନୀ

Proprietor Abhimanyu Maharana by Proprietor Abhimanyu Maharana
May 12, 2025
in ଓଡ଼ିଶା, ରାୟଗଡା, ହୋମ୍
0
ଅଧାପନ୍ତରିଆ କାମ ଛାଡି ନିର୍ମାଣ ସଂସ୍ଥା ଛୁ : ଲୋକ ଆନ୍ଦୋଳନ ପାଇଁ ଚେତାବନୀ
Share on FacebookShare on TwitterWhatsapp

ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ଗୁଣୁପୁର :- ଆନନ୍ଦ ପରିଛା , ଅଞ୍ଚଳର ବିକାଶ ଓ ଲୋକଙ୍କ ଯାତାୟତ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା ଆଉ ଖର୍ଚ୍ଚ ହେଉଛି ପାଣି ଭଳି ଅଜସ୍ର ଅର୍ଥ । ହେଲେ ନା ନିର୍ଦ୍ଧାରିତ ସମୟ ଭିତରେ ନିର୍ମାଣ କାମ ସରୁଛି ନା ଲୋକେ ପାଉଛନ୍ତି ସୁବିଧା । ଏସବୁ ଭିତରେ ବାଟ ବଣା ହେଉଛି ଯୋଜନା । ଏମିତି ଅବସ୍ଥା ଏବେ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି | ଗୁଣପୁର ବ୍ଲକ ଘଣାତ୍ରି ପଞ୍ଚାୟତ ମେରିଙ୍ଗି – ସାମ୍ପିନି ସାନ ନଦୀ ଉପରେ 2018 ମସିହା ରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଛି |

ହେଲେ ଏ ଯାଏ ଶେଷ ହେବାର ନା ହିଁ ନେଉ ନାହିଁ | ସେପଟେ କାମ ବହୁ ବିଳମ୍ବ ହେବା ପରେ ନିର୍ମାଣ କାରୀ ସଂସ୍ଥା ଛୁ | ଅଧପନ୍ତରିଆ ଭାବେ ପଡି ରହିଛି ବ୍ରିଜ୍। ଅବଧି ସମୟ ସରି ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଛି ତଥାପି ଅଧପନ୍ତରିଆ ହୋଇ ପଡିରହିଛି ଏହି ବ୍ରିଜ୍ କାମ ।ରାସ୍ତା ରେ ପଡି ରହିଛି ସେତୁ କାମରେ ବ୍ୟବହୃତ ଜିନିଷ । ଏପଟେ ଅର୍ଧ ନିର୍ମିତ ସେତୁ ପୋଲ ନଦୀରେ ଠିଆ ହୋଇଛି । ଇଏ ହେଉଛି ରାୟଗଡା ଜିଲ୍ଲା ଗୁଣପୁରର ଘନାତ୍ରୀ – ସାମ୍ପିନି ମହେନ୍ଦ୍ର ତନୟା ନଦୀ ଉପରେ ଅର୍ଦ୍ଧ ନିର୍ମିତ ସେତୁର ଦୃଶ୍ୟ ।

2018 ମସିହା ଡିସେମ୍ବର 11 ତାରିଖ ରେ କାମ ଆରମ୍ଭ ହୋଇଥିଲା | 2020 ମସିହା ରେ ଡିସେମ୍ବର 10 ତାରିଖ ରେ ସେତୁ କାର୍ଯ୍ୟ ଶେଷ ହେବା କଥା | ଏ କଥା ଆମେ କହୁ ନାହୁଁ | ଟିକେ ଏହି ଫଳକ ଉପରେ ନଜର ପକାନ୍ତୁ | 11 କୋଟି 47 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ସେତୁ ନିର୍ମାଣ ହେବ | ହେଲେ ନିର୍ମାଣ ଅବଧି ଶେଷ ହୋଇ 5 ବର୍ଷ ହୋଇଥିଲେ ମଧ୍ୟ ସେତୁ କାର୍ଯ୍ୟ ଅଧ ଅଧାପନ୍ତରିଆ ହୋଇ ପଡ଼ି ରହିଛି | ଏପଟେ ନଦୀରେ ପାଣି ଆସିଲେ ସ୍ଥାନୀୟ ଲୋକ ବିଭିନ୍ନ ସମୟରେ ଯାତାୟତ ପାଇଁ ହଇରାଣ ହରକତ ହେବାକୁ ପଡୁଛି ।

ତେଣୁ ସେତୁ କାମ ଶୀଘ୍ର ନ ସାରିଲେ ଆନ୍ଦୋଳନ କରିବା ପାଇଁ ସ୍ଥାନୀୟ ଲୋକ ଚେତାବନି ଦେଇଛନ୍ତି | ଏପରିକି ଲୋକେ ଦୈାନନ୍ଦିନ ଯାତାୟତ ରେ ନାହି ନଥିବା ଅସୁବିଧା ସମ୍ନୁଖିନ ହେଉଛନ୍ତି। ଏହି ବ୍ରିଜ୍ କାମ ସଂମ୍ପୁର୍ଣ୍ଣ ନହେବାରୁ ବ୍ରିଜ୍ ର ଅପର ପାର୍ଶ୍ବରେ ଥିବା ସାମ୍ପିନି ଗ୍ରାମର ଗ୍ରାମବାସି ରେସନ କାର୍ଡ ଚାଉଳ ହାତେଇବା ପାଇଁ ୨୦ କିମି ବୁଲି ଘଣାନ୍ତ୍ରୀ ପଞ୍ଚାୟତ କୁ ଯିବାକୁ ପଡୁଥିବା କହିଛନ୍ତି। ତୁରନ୍ତ ବ୍ରିଜ୍ କାମ ସାରିବା ପାଇଁ ଦାବି କରିଛନ୍ତି ଗ୍ରାମବାସି। ଘଣାନ୍ତ୍ରୀ ପଞ୍ଚାୟତର ସାମ୍ପିନି ଓ ମେରିଙ୍ଗି ମଧ୍ୟରେ ବହି ଯାଇଛି ମହେନ୍ଦ୍ର ତନୟା ନଦୀ ।

ଲୋକଙ୍କ ଦାବି ପ୍ରକାରେ ଏହି ନଦୀ ଉପରେ ବିଜୁ ସେତୁ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଆହ୍ୱାନ କରିଥିଲା । ହେଲେ ଲୋକଙ୍କ ଆଶା ଆଶା ରେ ହିଁ ରହି ଯାଇଛି | ନା ସରୁଛି କାମ ନା ଉପକାର ପାଇପାରୁଛନ୍ତି ଲୋକ । ଏଯାଏଁ ପଚାଶ ପ୍ରତିଶତ କାମ ଶେଷ ହୋଇନାହିଁ । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରି ନିର୍ବାହି ଯନ୍ତ୍ରୀ ଚିତ ରଂଞ୍ଜନ ପଣ୍ଡା ଙ୍କ ପ୍ରତିକ୍ରିୟା ମିଳିଥିବା ତଥ୍ୟ ଅନୁସାରେ ଠିକା ସଂସ୍ଥା ଅବଧି ସମୟ ମଧ୍ୟରେ ସାରିନି ବିଭାଗ ତଳଫରୁ ଅନେକ ଚେଷ୍ଟା କରାଯାଇଛି ।

ଦୀର୍ଘ ବର୍ଷ ଧରି କାମ ହେଇପାରୁନଥିବାରୁ ନିର୍ମାଣ କାରୀ ସଂସ୍ଥା ବିରୋଧରେ ଉପରିସ୍ତ ଅଧିକାରି ଙ୍କୁ ଅବଗତ କରାଯାଇଛି । ବଳକା ରହିଥିବା କାମ କୁ ସଂମ୍ପୁର୍ଣ୍ଣ କରିବା ପାଇଁ ପୁଣି ଥରେ ବଳକା ଥିବା ଟଙ୍କା ରେ ଆର୍ଥୀକ ବ୍ୟୟବରାଦ କରାଯାଇ ପୁନଃ ଟେଣ୍ଡର କରିବା ପାଇଁ ଉପରିସ୍ତ ବିଭାଗକୁ ପଠାଯାଇଛି। ଅନୁମୋଦନ ହେଲେ ଅତିଶିଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ।ଏହି ବ୍ରିଜ୍ କାମ କେବେ ସରିବ ତାକୁ ଦେଖିବାକୁ ବାକିରହିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version