• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଓଡ଼ିଶା ସରକାର ଗୁଜରାଟ ମଡେଲ ଆପଣାଇବାକୁ ପ୍ରହ୍ଲାଦ ଭାଇ ମୋଦୀଙ୍କ ଦାବି

Proprietor Abhimanyu Maharana by Proprietor Abhimanyu Maharana
May 11, 2025
in ଓଡ଼ିଶା, ପୁରୀ, ହୋମ୍
0
ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଓଡ଼ିଶା ସରକାର ଗୁଜରାଟ ମଡେଲ ଆପଣାଇବାକୁ ପ୍ରହ୍ଲାଦ ଭାଇ ମୋଦୀଙ୍କ ଦାବି
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ନୀଳାଦ୍ରି ଭକ୍ତ ନିବାସ ପରିସରରେ ସର୍ବଭାରତୀୟ ଡିଲର ଫେଡେରେସନ ର ସର୍ବଭାରତୀୟ ଉପ-ସଭାପତି ତଥା ମାନ୍ୟବର ପ୍ରଧାନମନ୍ତ୍ର ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଭାଇ ପ୍ରହ୍ଲାଦ ଭାଇ ମୋଦୀଙ୍କୁ ସର୍ବଭାରତୀୟ ଡିଲର ଫେଡେରେସନ ଓଡ଼ିଶା ଶାଖାର କର୍ମକର୍ତ୍ତା ତଥା ରାଜ୍ୟ ର ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନେ ସାକ୍ଷାତ ଆଲୋଚନା କରିବା ସହ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଲୋଚନା ପ୍ରସଙ୍ଗରେ ଶ୍ରୀ ମୋଦି ଗୁଜରାଟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା କୁ କ୍ରିୟାଶୀଳ ତଥା ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ କହିଥିଲେ ଯେ ଗୁଜରାଟ ସରକାର ସାଧାରଣ ପଡି କାର୍ଡ ଧାରୀ ଯେଉଁମାନଙ୍କ ର ବିଭିନ୍ନ କାରଣରୁ ଯେପରି କି ବୟାସଧିକ,

ରୋଗଗ୍ରସ୍ତ ଭିନ୍ନକ୍ଷମ ସାମଗ୍ରୀ ନେବା ରେ ଆଙ୍ଗୁଠି ଛାପ ମେଳକ ହୋଇ ପାରୁ ନାହିଁ ସେମାନଙ୍କ ପାଇଁ ଅଫ୍ ଲାଇନ୍ ରେ ସାମଗ୍ରୀ ଦିଆଯିବା ର ବ୍ୟବସ୍ଥା ରହିଛି, ସେହିପରି ସରକାର ଙ୍କ ବିଭିନ୍ନ ଯୋଜନାରେ ଖୁଚୁରା ବିକ୍ରେତା ମାନଙ୍କୁ ସାମିଲ କରାଯାଇ ପ୍ରତ୍ୟେକ ଖୁଚୁରା ବିକ୍ରେତା ମାନଙ୍କ ମାସିକ ୨୦ ହଜାର ଟଙ୍କା ଆୟ ସୁନିଶ୍ଚିତ କରାଯାଇଛି ଏବଂ ଖୁଚୁରା ବିକ୍ରେତା ମାନଙ୍କ ଲାଇସେନ୍ସ ନବୀକରଣ ପ୍ରତି ପାଞ୍ଚ ବର୍ଷ କୁ ଥରେ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଯେତେବେଳେ କି ଗୁଜୁରାଟରେ ବି ଜେ ପି ନେତୃତ୍ଵାଧୀନ ସରକାର ରହିଛି ଓ ଓଡ଼ିଶା ରେ ମଧ୍ୟ ବି ଜେ ପି ନେତୃତ୍ଵାଧୀନ ସରକାର ରହିଛି ଅଥଚ ରାଜ୍ୟ ର କାର୍ଯ୍ୟରତ ଖୁଚୁରା ବିକ୍ରେତା ମାନଙ୍କ ଲାଇସେନ୍ସ ନବୀକରଣ ର ଅବଧୀ ର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ କେତେବେଳେ ଛଅ ମାସ କେତେବେଳେ ବର୍ଷେ ତ କେତେବେଳେ ଦେଢ଼ ବର୍ଷ ରହିଛି।

ସେହିପରି ଖୁଚୁରା ବିକ୍ରେତା ମାନଙ୍କ ମାସିକ ଆୟ ୨୦ ହଜାର ଟଙ୍କା ସୁନିଶ୍ଚିତ କରିବା ଦୂରରେ ଥାଉ କୋରୋନା ମହାମାରୀ ସମୟରୁ ବକେୟା ରହିଥିବା ବଣ୍ଟନ ବାବଦ ପାରିଶ୍ରମିକ ସଂପୂର୍ଣ୍ଣ ପ୍ରଦାନ ମଧ୍ୟ କରାଯାଇ ନାହିଁ ବୋଲି ରାଜ୍ୟ ଖୁଚୁରା ବିକ୍ରେତା ସଂଘର କର୍ମକର୍ତ୍ତା ମାନେ ତାଙ୍କ ର ଦୃଷ୍ଟି ଆକର୍ଷଣ କରିବା ରୁ ଶ୍ରୀ ମୋଦି ଓଡ଼ିଶାର ଖୁଚୁରା ବିକ୍ରେତା ମାନଙ୍କ ସମସ୍ୟା ଶୁଣିବା ପରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଓଡ଼ିଶାର ବି ଜେ ପି ନେତୃତ୍ଵାଧୀନ ସରକାର ତୁରନ୍ତ ସାଧାରଣ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଗୁଜୁରାଟ ସରକାର ଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା ମଡେଲ ଆପଣାଇବା କୁ ଦାବି କରିଥିଲେ।

ଏବଂ ଖୁବଶୀଘ୍ର ଆଉଥରେ ସେ ଓଡ଼ିଶା ଆସି ରାଜ୍ୟ ସଂଘ କୁ ସାଥିରେ ନେଇ ଓଡ଼ିଶା ସରକାରଙ୍କ ସହ ଆଲୋଚନ କରିବେ ବୋଲି ପ୍ରତିଶୃତି ଦେଇ ଥିଲେ।ଏହି ସାକ୍ଷାତ ଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଓଡ଼ିଶା ଶାଖାର ସଭାପତି ଶ୍ରୀ ନଗେନ୍ଦ୍ର ଜେନା ଉପ-ସଭାପତି ଶ୍ରୀ ଦତ୍ତହରୀ ସାମଲ,ସାଧାରଣ ସମ୍ପାଦକ ସୈୟଦ୍ ଏକ୍ରାମ ହୁସେନ, ବାସୁଦେବ ବେହେରା, ଜଗବନ୍ଧୁ ଲେଙ୍କା, ଉତ୍ତମ ଦାସ, ଜଗନ୍ନାଥ ବେହେରା, ରଞ୍ଜନ କୁମାର ନାଥ,ସୁଧାଂଶୁ ଦାସ, ଇଶ୍ଵର ଚନ୍ଦ୍ର ମହାନ୍ତି, ନରେନ୍ଦ୍ର ଷଡ଼ଙ୍ଗୀ,ବିଜୟ କୁମାର୍ ସାହୁ,କରୁଣାକର ପ୍ରହରାଜ,ରବି ନାରାୟଣ ଜେନା, ନୀଳମଣି ସାହୁ, ଦଣ୍ଡେସ୍ୱର ମିଶ୍ର ବିଭିନ୍ନ ଜିଲ୍ଲାର ସଭାପତି ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଙ୍କ ସମେତ ଶତାଧିକ ଖୁଚୁରା ବିକ୍ରେତା ଯୋଗଦେଇ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version