No Result
View All Result
ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- କହ୍ନେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୨୦୦୫ ବର୍ଷ ର ୭ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ର ଏକ ବନ୍ଧୁ ମିଳନ ପୁରାଣ ପ୍ରସିଦ୍ଧ ମା ପାଣ୍ଡବାଶୁଣି ଦେବୀଙ୍କ ପୀଠ ସଲପଡିହ ନିକଟ ଶୂଳିଆ ପାହାଡ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ରେ ଉପସ୍ଥିତ ଛାତ୍ରଛାତ୍ରୀ ସେମାନଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ କରିବାର ସୁଯୋଗ ପାଇଥିଲେ। ବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭା ରେ ଛାତ୍ରଛାତ୍ରୀ ଗୋଲାପ ମଞ୍ଜରୀ ମୁଦୁଲି, ସ୍ନିଗ୍ଧା ମୟୀ ପଟ୍ଟନାୟକ,ସୁରେଶ ସେଠୀ,

ମିଲି ପରିଡ଼ା, ସନ୍ତୋଷ କୁମାର ସାହୁ,ମାନସ ରଂଜନ ପାତ୍ର, ସନ୍ତୋଷ ରଣା,ମୋହନ ସ୍ଵାଇଁ,ବୀରୁ ପାତ୍ର, କୈବଲ୍ୟ ସାମନ୍ତରାୟ, ଜଗନ୍ନାଥ ପ୍ରୃଷ୍ଟି, ରଶ୍ମିତା ଦାସ, ଚନ୍ଦନ ବେହେରା,ଜିତାରାଣୀ ମୁଦୁଲି, ଦାଶରଥି ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷକ ନଳିନୀ ରଞ୍ଜନ ଧଳ, ବ୍ରଜକିଶୋର ମହାନ୍ତି,ବୁଲା ମହାନ୍ତି ଙ୍କ ବିୟୋଗ ଜନିତ ଅମର ଆତ୍ମାର ସଦ୍ ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
No Result
View All Result