No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସେବା ଓ ସଂସ୍କାର ପକ୍ଷରୁ ପିକେଡିଏ କଲେଜ ରୋଡରେ ଥିବା ରାମେଶ୍ଵର ମହାଦେବ ମନ୍ଦିର ନିକଟରେ ଆଜି ଜଳସେବା ଉଦଘାଟନ ହୋଇଯାଇଛି । ଏହାକୁ ସାମାଜିକ ସଂଗଠନ ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଉଦଘାଟନ କରି କହିଲେ ପ୍ରବଳ ଗ୍ରୀଷ୍ମ ଦାଉରୁ ତୃଷାର୍ତ୍ତ ପଥିକକୁ ଏହି ଜଳ ସେବା କିଞ୍ଚିତ ସାହାଯ୍ଯ କରିବ ।
ଜଳ ସେବା ଶୁଭାରମ୍ଭ ସମୟରେ ସମାଜସେବୀ ଓ ସାମ୍ବାଦିକା ବନିତା ଦୀକ୍ଷିତ, ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର, ଅନୁଷ୍ଠାନର ପ୍ରିୟଙ୍କା , ଦୀପକ, ଦିନେଶ, ଓମ୍ ଓ ଅସିତଙ୍କ ସହ ଅନ୍ଯ ସଭ୍ଯ ସଭ୍ଯା ମାନେ ଉପସ୍ଥିତ ଥିଲେ ।
No Result
View All Result