No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡ଼ିଭିଜନ (St .John ambulance) ତରଫରୁ ବନ୍ଧୁ ମିଳନ, ଭୋଜି, ପ୍ରାଥମିକ ଚିକିତ୍ସା ବିଶ୍ଵନାଥ ପାହାଡ ବା ବିଶ୍ଵନାଥ ମନ୍ଦିର ଡେ଼ଲାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଭୋଜି ଓ ନାମ ସଙ୍କୀର୍ତ୍ତନ ଦାଇତ୍ୱ ଥିଲେ ସିତା ରାଣୀ ପାଲଟାସିଂହ l ନାମ ସଙ୍କୀର୍ତ୍ତନ ସକାକୁ ସନ୍ଧ୍ୟା 5ଟା ପଯ୍ୟନ୍ତ ହୋଇଥଲା l

ଭୋଜି 42(ଜଣ ସଦସ୍ୟ ଯୋଗ ଦେଇଥିଲେ l ରତନ ପୁର ପିଲା ଚୋରୀ ଘଟଣା ରେ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ ହୋଇଥିଲା l ଅନେକ ବ୍ରିଗେଡ ସଦସ୍ୟ ବୁଲି କରି ଆସିଥିଲେ l ଅତି ସୁନ୍ଦର ପ୍ରାସାଦ ହୋଇଥିଲା l ତ୍ରିପାଠୀ ବାବୁ ବୁଲିକରି ଆସିଥିଲେ l ଭୋଜି ଖାଇ ବସିଲେ l ସେହି ସମୟରେ ଭୋଜି ଖାଇ ସାରିଲା ପରେ ଗ୍ୟାସ ରହି ଯାଇଥିଲା ତ୍ରିପାଠୀ ବାବୁଙ୍କର ଗୋଟେ ପଟ ଅଚଳ ପରି ରହି ଗଲା l ସାଙ୍ଗେ ସାଙ୍ଗେ ପ୍ରାଥମିକ ଚିକିତ୍ସା ଅଜୟ କୃଷ୍ଣ ଦାସ କରିଥିଲେ l

ତାପରେ ତ୍ରିପାଠି ବାବୁ ଠିକ୍ ହୋଇଥିଲେ ଓ ଚଲା ଚୋଲି କରିଥଲେ l ବନ୍ଧୁ ମିଳନ ରେ ଯୋଗଦାନ କରିଥିଲେ l ବିଜୟ ଲକ୍ଷ୍ମୀ ଦାସ, ଅଜୟ କୃଷ୍ଣ ଦାସ, ଜୟ ଲକ୍ଷ୍ମୀ ଦେଇ, ନିରଂଜନ ମହାପାତ୍ର, ପ୍ରଶାନ୍ତ ଭୋଇ,ବିଛନ୍ଦା ବିହାରୀ ତ୍ରିପାଠୀ, ଯଯାତୀ କେଶରୀ ନାୟକ, ଋତୁପର୍ଣ୍ଣା ଜେନା, ପଦ୍ମ ଚରଣ ମହାପାତ୍ର, ସ୍ୱର୍ଣ୍ଣ ଲତା ପରମ ଗୁରୁ ,

ପ୍ରାଣ କୃଷ୍ଣ ବନ୍ଦ, ଚଦ୍ରମା ମହାପାତ୍ର, ପୁଣ୍ଣ କାମନା ଓଟା , ପ୍ରଭାତିରାଣୀ ଜେନା, ଆଲୋକ ପାଢ଼ୀ, ରଂଜନ ଅଗ୍ରୱାଲ, ଅନିତା ବାହର, ଜୟ ସାର୍ ପାହନ୍ତାସିଂହ, ଟିକିଲି ବେହେରା, କବିତା ବରାଳ, ସୁକନ୍ତଳ ବରାଳ , ସିତାରାଣି ପାଲଟାସିଂହ, ପ୍ରୀୟଙ୍କା ମହାପାତ୍ର, ପ୍ରଭାତିରାଣୀ ଜେନା, କାମିନୀ ମହାପାତ୍ର, ସୁରେନ୍ଦ୍ର ମହାପାତ୍ର, ସ୍ମିତା ସଂଗୀତା ମହାପାତ୍ର ସ୍ଵୀତିପୂର୍ଣ୍ଣ ପରମଗୁରୁ, ଜୋଗ ଦେଇଥିଲେ l ଏହାକୁ ପରିଚାଳନା କରିଥିଲେ ଡ଼ିଭିଜନାଲ କମାଣ୍ଡର ଶ୍ରୀ ଲାଲା ଅନନ୍ତ କୁମାର ସିଂହ l
No Result
View All Result