• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାପ୍ରଭୁ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କର ବିନା ଅସମ୍ପୂର୍ଣ୍ଣ ଏବଂ ଆମେମାନେ ଶ୍ରୀଜଗନ୍ନାଥଙ୍କ ବିନା ଅସମ୍ପୂର୍ଣ୍ଣ

Proprietor Abhimanyu Maharana by Proprietor Abhimanyu Maharana
April 19, 2025
in ଓଡ଼ିଶା, ପୁରୀ, ହୋମ୍
0
ମହାପ୍ରଭୁ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କର ବିନା ଅସମ୍ପୂର୍ଣ୍ଣ ଏବଂ ଆମେମାନେ ଶ୍ରୀଜଗନ୍ନାଥଙ୍କ ବିନା ଅସମ୍ପୂର୍ଣ୍ଣ
Share on FacebookShare on TwitterWhatsapp

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ । ଓଡ଼ିଶାର ଆରାଧ୍ୟ ଦେବତା ଏବଂ ସବୁ ଓଡ଼ିଆଙ୍କ ମଉଡମଣି ଜଗନ୍ନାଥଙ୍କ ଚିନ୍ତା ଓ ଚେତନା ଆନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କୁ ଅନୁପ୍ରାଣିତ କରିଆସୁଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାରେ, ମୁଖ୍ୟ ମାର୍ଗଦର୍ଶକ ଛତିଶା ନିଯୋଗ ନାୟକ ଶ୍ରୀଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀ ମଧୁସୂଦନ ସିଂହାରୀ, ଶ୍ରୀ ନୀଳମଣି ଗୁରୁ ଓ ଶ୍ରୀଜଗନ୍ନାଥ ସେବା ଓ ସମ୍ମାନ ଟ୍ରଷ୍ଟର ମୁଖ୍ୟ ସଚିବ ଶ୍ରୀ ଦିଗନ୍ତ ଦେଙ୍କ ଦିଗଦର୍ଶନରେ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ତୃତୀୟ ଅନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ ପୁରୀସ୍ଥିତ ଟାଉନହଲରେ ପାଳିତ ହୋଇ ଯାଇଛି ।

ଏହା ଦୃଢ଼ ସତ୍ୟ ଯେ ମହାପ୍ରଭୁ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କର ବିନା ଅସମ୍ପୂର୍ଣ୍ଣ ଏବଂ ଆମେମାନେ ଶ୍ରୀଜଗନ୍ନାଥଙ୍କ ବିନା ଅସମ୍ପୂର୍ଣ୍ଣ । ପ୍ରଭୁ ଜଗନ୍ନାଥଙ୍କୁ ସାଧାରଣ ଭାବେ ଆମ୍ଭେମାନେ “ଜୟ ଜଗନ୍ନାଥ” ବୋଲି କହିଥାଉ ମାତ୍ର “ଜୟ ଜଗନ୍ନାଥ” ବଦଳରେ “ଜୟ ଶ୍ରୀଜଗନ୍ନାଥ” କହିବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇବା ଉଦେଶ୍ୟରେ ଏହି “ଜୟ ଶ୍ରୀଜଗନ୍ନାଥ” ଦିବସର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ଜଗନ୍ନାଥ ପ୍ରେମୀ ତଥା ଭକ୍ତ ବୃନ୍ଦ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀ ସଦାଶିବ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ, ଡ଼କ୍ଟର ସ୍ୱାଗତିକା ମହାନ୍ତି ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀ ସଦାଶିବ ବିଶ୍ୱବିଦ୍ୟାଳୟର ଡ଼କ୍ଟର ଚକ୍ରଧର କର ବେଦପାଠ କରିଥିଲେ ଏବଂ ଶ୍ରୀଯୁକ୍ତ ସୌମେନ୍ଦ୍ର ମୁଦଲି, ପଣ୍ଡିତ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମହାପାତ୍ର, ଶ୍ରୀଯୁକ୍ତ ନୀଳମଣି ଗୁରୁ, ଶ୍ରୀଯୁକ୍ତ ପ୍ରଦୀପ ତ୍ରିପାଠୀ, ଶ୍ରୀଯୁକ୍ତ ସମରେନ୍ଦ୍ର ରାଉତ ଓ ଶ୍ରୀଯୁକ୍ତ ଗୌର ମହାପାତ୍ର ପ୍ରମୂଖ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଦଲି ସେବାୟତର ଉପଦେଷ୍ଟା ଶ୍ରୀଯୁକ୍ତ ସୌମେନ୍ଦ୍ର ମୁଦଲି, ପାଇକ ନିଯୋଗର ସମ୍ପାଦକ ନୀଳମଣି ଗୁରୁ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ହରିହର ହୋତା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ବେଦାନ୍ତ ବିଭାଗର ପୂର୍ବତନ ମୁଖ୍ୟ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମହାପାତ୍ର,

ଏହିଭଳି ଅନେକ ବିଦ୍ୱାନ ପଣ୍ଡିତ ଏବଂ ଜଗନ୍ନାଥ ସଂସ୍କୃତି ପ୍ରେମୀ ବୃନ୍ଦ ଯୋଗଦାନ କରିଥିଲେ । ଶ୍ରୀଜଗନ୍ନାଥଙ୍କୁ ନେଇ ନିଜର ଅନୁଭୂତିର କଥା କହିଥିଲେ । ଜଗନ୍ନାଥ ସଂସ୍କୃତି କିଭଳି ଭାବେ ବିଶ୍ୱକୁ ପ୍ରଭାବିତ କରିଛି, ବିଶ୍ୱ ଯେତେ ଜଟିଳ ସମସ୍ୟାରେ ପଡ଼ିଲେ ମଧ୍ୟ ସମାଧାନ ନିମନ୍ତେ ଜଗନ୍ନାଥ ତତ୍ୱରେ ତାର ସମସ୍ତ ସମାଧାନ ନିହିତ ରହିଛି, ଯାହାକୁ ଆଧାର କରି ସମସ୍ତ ଜଟିଳ ସମସ୍ୟା ସମାଧାନ ହେଇ ପାରିବ ବୋଲି ସମସ୍ତ ବିଦ୍ୱାନ ପଣ୍ଡିତ ମତ ବ୍ୟକ୍ତ କରିଥିଲେ । ତତ୍ପରେ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା ।

ମଧ୍ୟାହ୍ନରେ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା “ଶ୍ରୀଜଗନ୍ନାଥଙ୍କ ଜଣା ଅଜଣା” କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଚନ୍ଦ୍ରବିଜୟୀ ମିଶ୍ର । ସମସ୍ତ ଦର୍ଶକ ଏଥିରେ ଭାଗ ନେଇଥିଲେ ଏବଂ ପୁରସ୍କାର ପ୍ରାପ୍ତ କରିଥିଲେ । କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ଏଲି ଆନିମେସନ, ଭୁବନେଶ୍ଵରଙ୍କ ଦ୍ୱାରା ପ୍ରସ୍ତୁତ “ଜୟ ଜଗନ୍ନାଥ“ ଆନିମେଟେଡ଼୍‌ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।

ଏହି ଶୁଭ ଅବସରରେ ଟ୍ରଷ୍ଟର କର୍ମକର୍ତ୍ତା ଶ୍ରୀମାନ ଅଧ୍ୟୟନ ମହାପାତ୍ର ଉପସ୍ଥିତ ରହି ସମସ୍ତ ଭକ୍ତ ମଣ୍ଡଳୀ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଇଥିଲେ । ଶ୍ରୀ ପଦ୍ମଲୋଚନ ମହାପାତ୍ର ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଟ୍ରଷ୍ଟର ଅନ୍ୟ ଦୁଇ କର୍ମକର୍ତ୍ତା ଶ୍ରୀମତୀ ଜୟଶ୍ରୀ ତ୍ରିପାଠୀ ଏବଂ ଶ୍ରୀମତୀ ପଲ୍ଲବୀ ମହାପାତ୍ରଙ୍କ ଉପସ୍ଥିତିରେ ସମ୍ ହସ୍ପିଟାଲ୍ ଙ୍କ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କପାଇଁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା । ରୋଗିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ, ସନ୍ଧ୍ୟା ସମୟରେ ଶ୍ରୀଜଗନ୍ନାଥଙ୍କ ୧୦୮ ନାମ ଜପ, ଏବଂ ତତ୍ପରେ ପ୍ରଥମ ଥର ପାଇଁ “ଶ୍ରୀ ଖଣ୍ଡୁଆ ଭକ୍ତ” ସମ୍ମାନରେ ବିଶିଷ୍ଟ ଆନ୍ତର୍ଜାତିକ ନୃତ୍ୟ ଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀରଙ୍କୁ ସମ୍ମାନିତ କରାଯାଇଥିଲା । ପରେ ସେବକ ଶ୍ରୀ ସମ୍ମାନରେ ମହାପ୍ରଭୁ ଙ୍କର ପୂଜାପଣ୍ଡା ସେବକ ଶ୍ରୀ ସୂର୍ଯ୍ୟ ନାରାୟଣ ପୂଜାପଣ୍ଡା, ବିଶିଷ୍ଟ ସମାଜ ସଂସ୍କାରକ ତଥା ଯୋଗ ଗୁରୁ ସେବକ ଶ୍ରୀ ଗୋପାଳ ଦାସ, ଓଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀ ମଧୁସୂଦନ ମିଶ୍ର , ପୋଲିସ ପ୍ରଶାସକ ଶ୍ରୀ ଯୋଗେସ୍ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିଲା । ଶେଷ ଅଧିବେଶନ ର ଅତିଥି ଭାବେ ବରିଷ୍ଠ ସେବକ ନୀଳମଣି ଗୁରୁ, ବିଶିଷ୍ଟ ଶିକ୍ଷାବିତ୍‌ଶ୍ରୀ ସୁରେନ୍ଦ୍ର ନାଥ ଦାସ , ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ହରିହର ହୋତା, ବରିଷ୍ଠ ପ୍ରଶାସକ ଶ୍ରୀ ମଧୁସୂଦନ ମିଶ୍ର ଓ ମହନ୍ତ ଶ୍ରୀ ପର୍ଶୁରାମ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଭିନନ୍ଦନ ଦାସ ପରିଶେଷରେ ଶ୍ରୀଜଗନ୍ନାଥ ସେବା ଓ ସମ୍ମାନ ଟ୍ରଷ୍ଟର ପ୍ରଧାନ ସେବକ ଶ୍ରୀ ପ୍ରଦିପ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version