No Result
View All Result
ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରତ୍ୟୁଷରେ ଜଟଣୀର ଅଗ୍ରଣି ସାମାଜିକ ଅନୁଷ୍ଠାନ ରହେମତ୍ ଟ୍ରଷ୍ଟ ଆନୁକୂଲ୍ୟରେ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଥିବା ୱାକଫ୍ ଆମେଣ୍ଡ ମେଣ୍ଟ ବିଲ୍ ପ୍ରତ୍ୟାହାର ଦାବିରେ ଟ୍ରଷ୍ଟର ଉପଦେଷ୍ଟା ମହମ୍ମଦ ଇଫତେଖାର ଅଲ୍ଲୀ ଓ ସଭାପତି ଶୟଦ୍ ଫୟେଜୁଲାଙ୍କ ନେତୃତ୍ବରେ
ଶତାଧିକ ମୁସଲିମ ଲୋକମାନେ ଡକ୍ଟର ବାବା ସାହେବ୍ ଆମ୍ବେଦକରଙ୍କ ଫଟୋ ଚିତ୍ର ସମ୍ବଳିତ ବ୍ୟାନର ଏବଂ ହିନ୍ଦୀ,ଇଂରାଜୀ, ଉର୍ଦ୍ଦୁ ଓ ଓଡ଼ିଆ ଭାଷାରେ ଲେଖା ଫ୍ଲାକ୍ କାର୍ଡ ଧରି ଜଟଣୀର ମୂଖ୍ୟ ରାସ୍ତା,ହରି ଭାଇନା ଛକ ଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା କହିଥିଲେ ।

No Result
View All Result