PM ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାରେ ଲୋକ କେମିତି ସୁବିଧାରେ ଆଉ ସରକାରଙ୍କ ଅନୁଦାନ ଦ୍ୱାରା ବହୁତ କମ ମୂଲ୍ୟରେ ସୋଲାର ପାଇ ନିଜ ଘରେ ଲଗାଇ ବିଦ୍ୟୁତ ଶୁଳ୍କରୁ ମୁକ୍ତି ପାଇପାରିବେ ଏହା ଲୋକଙ୍କୁ ଜଣାଇବାର ଅଛି ଆଉ ନିଜେ ଲୋକଙ୍କ ଘରେ ସୋଲାର ଲଗାଇ ନିଜେ ଭଲ ପଇସା ରୋଜଗାର କରିପାରିବା ପାଇଁ ଏହାର ଫ୍ରାଞ୍ଚାଇଜ ଦିଆଯାଉଛି, ଏମିତିକି ପ୍ରତିଦିନ ପାଞ୍ଚ ଦଶ ହଜାର ଟଙ୍କାରୁ ବି ଅଧିକ ରୋଜଗାର କରିପାରିବେ ଯଦି ମୋ ମାର୍କେଟିଙ୍ଗ ପ୍ଲାନ use କରିପାରିବେ I
ଏ PM ସୂର୍ଯ୍ୟ ଘର ସୋଲାର ବିଜିନେସରେ ଫ୍ରାଞ୍ଚାଇଜ ଦେବା ପାଇଁ କାହାକୁ ଖୋସାମତ କରିବାର ନାହିଁ କି ସୋଲାର ଲଗାଇବା ପାଇଁ କୋଉ କଷ୍ଟମରକୁ ବି ତେଲେୟାର ବି ନାହିଁ କାରଣ ଏ ସ୍କିମ ସେଇ ଭଳିଆ ଯିଏ ଶୁଣିବ ସିଏ ନବ ହିଁ ନବ l ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଏଇ PM ସୂର୍ଯ୍ୟ ଘର ସୋଲାର ଯୋଜନାରେ କାମାଯାଇପାରେ I ବିଜିନେସ କରିବାର ଅଛି ତ ଏଇ ଭଳିଆ ବି