No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀସହର ନିକଟ ଗୋପୀନାଥ ପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଏକ ମୁଖ୍ୟ ରାସ୍ତା ବାଟରେ ଅନାସିଆ ଜୋର ପୋଖରୀ ରେ ଏବେ କଲିକତି ଦଳ ପୂର୍ଣ୍ଣ ହୋଇ ରହିଛି l ଲକ୍ଷ ଲକ୍ଷ ମଶା ଙ୍କ ଏନ୍ତୁଡ଼ିଶାଳ ପାଲଟିଛି l ମଶା ଯୋଗୁଁ ଅଞ୍ଚଳବାସୀ ଅତିଷ୍ଟ ହେବା ସହ ମ୍ୟାଲେରିଆ ରୋଗ ବ୍ୟାପୁଛି l ପରିବେଶ ନଷ୍ଟ ହେବା ସହ ଚର୍ମ ରୋଗ ବାପୁଛି l
ଜୋର ପୋଖରୀ ପାଣି ଅ୍ଞ୍ଚଳ ଲୋକ ପାଣି ବ୍ୟବହାର କରିପାରୁ ନାହାନ୍ତି| ଜୋର ବା ପୋଖରୀ ରୁ ଦଳ ସଫା କରିବା, ପୋଖରୀ ଖୋଳା ଯିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି l ପୁରୀ ସଦର ବିଡ଼ିଓ ଏ ସମ୍ପର୍କରେ ପଦକ୍ଷପ ନେବାକୁ ସମାଜସେବୀ ପ୍ରସନ୍ନ କୁମାର ଲେଙ୍କା ଦାବୀ କରିଛନ୍ତି l
ସୂଚନା ଥାଉ କି ଏହି ପୋଖରୀ ପୂର୍ବରୁ ନିଲାମ ହେଉଥିଲା l ଏହି ପୋଖରୀ କୁ ଏବେ ସଫା ଓ ଖୋଲିବା ପାଇଁ ସାଧାରଣ ରେ ଦାବୀ ହେଉଛି l
No Result
View All Result