• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କୋଣାର୍କ ଝୋଟକଳ ଚାଲୁ କରିବା ପାଇଁ : ପଚିଶି ବର୍ଷ ଧରି ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଚାଲିଛନ୍ତି – ଅମର

Proprietor Abhimanyu Maharana by Proprietor Abhimanyu Maharana
August 30, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କୋଣାର୍କ ଝୋଟକଳ ଚାଲୁ କରିବା ପାଇଁ  : ପଚିଶି ବର୍ଷ ଧରି ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଚାଲିଛନ୍ତି – ଅମର
Share on FacebookShare on TwitterWhatsapp

ଆଉ କେବେ ଖୋଲିବ ଝୋଟକଳ , ଶ୍ରମିକ ମାନଙ୍କ ଦୁଃଖ ଦୂର ହେବ

ଓଡ଼ିଶା ତାଜା ନିୟୁଜ୍ (୩୦ ଅଗଷ୍ଟ ରବିବାର) ଯାଜପୁର,ବଡ଼ଚଣା :– ବଡ଼ଚଣା ତିରିଶି ବର୍ଷ ପୂରଣ କରିବାକୁ ଯାଉଥିବା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥି ନିଜ ନିର୍ବାଚନ ମଣ୍ଡଳୀରେ ଥିବା ତିନିହଜାର ଶ୍ରମିକଙ୍କ ପରିବାରର ଦୁଃଖକୁ ଭୁଲିଗଲେ ! ପଚିଶି ବର୍ଷ ପୂରଣ ସାରି ତିରିଶି ବର୍ଷକୁ ଚାଲିଛି ହେଲେ ଲୋକଙ୍କ ଦୁଃଖ ଆଜିବି ସେଇଠି ଅଟକିଯାଇଛି ! କୋଣାର୍କ ଝୋଟକଳ” ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଥିବା ଧାନମଣ୍ଡଳ ଠାରେ ନିର୍ମିତ ଥିଲା କୋଣାର୍କ ଝୋଟକଳ ! ଯାହା ଦିନେ ତିନିହଜାର ଗରିବ ଶ୍ରମିକ ନିଜ ପରିବାର ପୋସୁଥିଲେ ! ଏଇ ଝୋଟକଳ ପାଇଁ ହଜାର ହଜାର ଲୋକଙ୍କ ଘରେ ଚୁଲି ଜଳୁଥିଲା !

ଯାହା ଥିଲା ତିନିହଜାର ପରିବାରର ବଞ୍ଚିବାର ଏକମାତ୍ର ସାହାରା ! ଜନ ଗହଳିରେ ଭରିଯାଉଥିଲା କୋଣାର୍କ ଝୋଟକଳ ! ହେଲେ ଆଜିକୁ ପ୍ରାୟ ବାରବର୍ଷ ହବ ହଠାତ ବନ୍ଦହେଇଗଲା ଏଇ ଝୋଟକଳ ! ଶୂନଶାନ ପାଲଟିଗଲା ଝୋଟକଳ ! ନିଶବ୍ଦ ହେଇଗଲା ଜନଗହଳି କାରଖାନା ! ପାଲଟିଗଲା ଝୋଟକଳ ରୁ ଦୁଃଖରକାଳ ! ତିନିହଜାର ପରିବାର ମୁହଁରେ ଆହାର ଦଉଥିବା କୋଣାର୍କ ଝୋଟକଳ ହଠାତ ବନ୍ଦ ହେଇଗଲା ! କର୍ମଚାରୀ ମାନେ ନାହିଁ ନଥିବାର ଅସୁବିଧା ଭୋଗିଲେ !

ପେଟକୁ ମୁଠେ ଦାନା ଦବାପାଇଁ ” ଦେହ ଲୁଚେଇବା ପାଇଁ ଖଣ୍ଡେ କନା ପାଇଁ ! କାକୁତି ମିନତୀ ହେଇଥିଲେ ସମସ୍ତଙ୍କୁ ନେହୁରା ହେଇ ସାହାଯ୍ୟ ପାଇଁ ସେ ଭିକ ବଦଳରେ କୋଣାର୍କ ଝୋଟକଳ ଚାଲୁ କରିବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ! ହେଲେ ସ୍ଥାନୀୟ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥି ମଧ୍ୟ ତାଙ୍କ ଦୁଃଖ ବୁଝିନଥିଲେ ! ପଚିଶି ବର୍ଷ ଧରି ଲୋକଙ୍କ ବିଶ୍ୱାସରେ ବିଷ ଦେଇଚାଲିଛନ୍ତି ଅମର ! ଶେଷରେ ନିଜ ପରିବାରକୁ ବଞ୍ଚେଇ ରଖିବା ପାଇଁ ଭୋକ ମେଣ୍ଟେଇବା ପାଇଁ ଦୁଃଖ କଷ୍ଟ ରେ ଘରୁ ଗୋଡ କାଢି ବାହାରେ ଦାଦନ ଖଟିବାପାଇଁ ବାଧ୍ୟ ହେଲେ ଶ୍ରମିକ ! (ଯାଜପୁର,ବଡ଼ଚଣା / ବିକାଶ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

September 4, 2026
ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

September 4, 2026
ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

September 4, 2026
ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

September 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

September 4, 2026
ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

September 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version