No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା, କଳି ଯୁଗାଦ୍ଧ-୫୧୨୫ ରାଷ୍ଟ୍ରୀୟ ନବ ବର୍ଷ ବିକ୍ରମ ସମ୍ବତ ୨୦୮୦ ଆଜିର ଦିବସ ମହତ୍ୱ ସୃଷ୍ଟି କର୍ତ୍ତା ବ୍ରହ୍ମl ଙ୍କ ଦ୍ୱାରା ସୃଷ୍ଟିରେ ସର୍ଜ୍ଜନା ଓ କାଳ ଗଣନା ର ପ୍ରାରମ୍ଭ l, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କ ରାଜ୍ୟା ଭିଷେକ, ଧର୍ମରାଜ ଯୁଧିଷ୍ଠିର ଙ୍କ ରାଜ୍ୟା ଭିଷେକ, ସମ୍ରାଟ ବିକ୍ରମlଦିତ୍ୟ ଙ୍କ ସିଂହାସନ ଆରୋହଣ ଓ ବିକ୍ରମ ସମ୍ବତ ପ୍ରଚଳନ,
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠାତା ଡ଼ଃ କେଶବ ବଳରାମ ହେଡ଼ଗେୱାଲଙ୍କ ଜନ୍ମ ଅବସରରେ ଶ୍ରୀଜଗନ୍ନାଥ ସେନା ଓ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ସିଂହଦ୍ୱାରରେ ରାଷ୍ଟ୍ରର ମଙ୍ଗଳ କାମନା ଉଦ୍ଦେଶ୍ୟ ରେ ୧୦୮ ଦ୍ବୀପ ଦାନ ସହିତ ବେଦ ଉଚ୍ଚାରଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ସେନା ର ସମସ୍ତ ସଦସ୍ୟ ଓ ବିଶ୍ୱହିନ୍ଦୁ ପରିଷଦ ରଣପୁର ପ୍ରଖଣ୍ଡ କାର୍ଯକାର୍ତ୍ତା ଜିଲ୍ଲା ସମରସତ୍ତା ପ୍ରମୁଖ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର,
ବିଜୟ କୁମାର ମହାପାତ୍ର, ଦୀନବନ୍ଧୁ ବିଶ୍ୱାଳ, ନିର୍ମଳ ଚନ୍ଦ୍ର ବେହେରା, ସୁବାସ ଅଗ୍ରୱାଲ, ଟିକି, ପ୍ରିୟବ୍ରତ ପ୍ରହରାଜ, କୃଷ୍ଣ ଦ୍ୱୈପାୟନ ବେଦପାଠ ଶାଳା ର ଗୁରୁଜୀ ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ର, ଗୁରୁଜୀ ରାକେଶ ଚନ୍ଦ୍ର ଆଚାର୍ଯ୍ୟ , ସମସ୍ତ ଛାତ୍ର, ଶିକ୍ଷବିତ ବିରଞ୍ଚି ନାରାୟଣ ତ୍ରିପାଠୀ, କଳ୍ପନା ତ୍ରିପାଠୀ, ପୂଜାପଣ୍ଡ l ପ୍ରଫୁଲ୍ଲ ନନ୍ଦ, ଅଶୋକ କୁମାର ତୋଟାଲ, ବିଷ୍ଣୁ ପ୍ରସାଦ ମିଶ୍ର, ସଂଜୀବ ପ୍ରଧାନ, ଶିବାନନ୍ଦ ସାହୁ, କୈଳାଶ ପ୍ରଧାନ ଓ ମଣ୍ଟୁ ଆଦି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ସହଯୋଗ କରିଥିବାରୁ ସମସ୍ତ କାର୍ଯକାର୍ତ୍ତା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ l
No Result
View All Result