• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ଉପକୂଳରେ ଖେଳୁଛି ମଣିପୁରୀ ଚକ୍‌ହାଓ କଳା ଧାନର ଲହର

Proprietor Abhimanyu Maharana by Proprietor Abhimanyu Maharana
March 28, 2025
in ଓଡ଼ିଶା, କଟକ, ପୁରୀ, ହୋମ୍
0
ଓଡ଼ିଶା ଉପକୂଳରେ ଖେଳୁଛି ମଣିପୁରୀ ଚକ୍‌ହାଓ କଳା ଧାନର ଲହର
Share on FacebookShare on TwitterWhatsapp

କୋଣାର୍କ  (ଓଡ଼ିଶା ତାଜା ନ୍ୟୁଜ୍)  :- ଓଡ଼ିଶା ଉପକୂଳରେ ଏବେ ଖେଳୁଛି ମଣିପୁରୀ ଚକ୍‌ହାଓ କଳା ଧାନର ଲହର । ଦିନେ ଯେଉଁ ଧାନ ସମୁଦ୍ର ପତନ ଠାରୁ 790 ମିଟର ଉପରେ ପାହାଡର ଶିର୍ଷରେ ଚାଷ ହେଉଥିଲା ଅ।ଜି ସେହି ଧାନ ଚାଷ ହେଉଛି ଓଡିଶାର ଉପକୂଳରେ ଅର୍ଥାତ ସମୁଦ୍ର ପତନ ଠାରୁ ୨ ମିଟର ଉଚ୍ଚରେ ମାତ୍ର କେଇ କିଲୋମିଟର ଦୂରରେ । ଓଡିଶା ଉପକୂଳର ଚାଷୀ ବର୍ଷ ବର୍ଷ ଧରି ଧାନ ,ପାନ, ମୀନ ଚାଷକୁ ଏକ ପାରମ୍ପାରିକ ଚାଷ ଭାବେ ଗ୍ରହଣ କରିଥିଲେ ମଧ୍ୟ ସାର ଔଷଧର ଦର ଦାମ ବୃଦ୍ଧି ସାଙ୍ଗକୁ ଅଭାବି ବିକ୍ରୀର ବୋଝ ଚାଷୀ ମୁଣ୍ଡ ଉପରୁ ଏବେବି ଓହ୍ଲାଇ ନାହିଁ ।

ସେ ଚାଷୀ ଭାଇଟି କ୍ଷତି ସହି ସହି ଚାଲିଛି ହେଲେ ଥକି ଯାଇନି । ଯେତେ ଯାହା କଲେବି ଚାଷୀ ତାର ଉପଯୁକ୍ତ ପାଉଣା ପାଏନି ସତ କିନ୍ତୁ ବିଲ ପଡିଅ। ରଖେନି । ସେ ଖରିଫ ହେଉ ଅବା ରବି ସବୁ ସମୟରେ ଚାଷୀ ତାର କ୍ଷେତରେ ଉପସ୍ଥିତି ଯାହିର କରେ । ଠିକ୍ ଏହି ଭଳି ବ୍ୟୟ ବହୁଳ ଚାଷ ସମୟରେ ଚାଷୀ ପାଇଁ ଖୁସି ଖବର ଅ।ଣିଛି ମଣିପୁରୀ ଚକ୍‌ହାଓ କଳା ଧାନ । ବସନ୍ତର ସୁଲୁସୁଲିଆ ବାଆରେ ଧାନ କେଣ୍ଡା ଗୁଡାକ ନାଚି ଉଠୁଛନ୍ତି । ଯାହାକି ଚାଷୀ ମନକୁ ଉଲ୍ଲସିତ କରୁଛି ।

ହଁ ଦର୍ଶକ ବନ୍ଧୁ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକର ଅନସରା ଗାଁର ଅନେକ ଚାଷୀ ଏବେ ମଣିପୁରୀ ଚକ୍‌ହାଓ କଳା ଧାନ ଚାଷ କରି ବେଶ ସଫଳତା ପାଇଛନ୍ତି । ଏହି ଗାଁ ଟି ସମୁଦ୍ର ଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିଲେ ବି ଏଠି ଚାଷୀ ମାନଙ୍କ ଉଦ୍ୟମରେ ଚକ୍ ହାଓ କଳା ଧାନ ସଫଳତାର ସହ ଚାଷ ହୋଇପାରିଛି । ଏହା ଏକ ସମୟ ଉପଯୋଗୀ ଉଦ୍ୟମ ଯାହା କୃଷକମାନଙ୍କ ଅର୍ଥନୈତିକ ସ୍ଥିତିକୁ ଉନ୍ନତ କରିବାରେ ସହାୟକ ହେବ ।

ଏହି ଚାଷ ସଂଫୂର୍ଣ୍ଣ ଜୈବିକ ଉପାୟରେ କରାଯାଇଥିବା ବେଳେ ଏଥିରେ ଗୋବର ଖତ, ନିମ୍ବ ତେଲ, ନିମ୍ବ ପିଡିଆ ଓ ଜୀବାମୃତ ଆଦି ବ୍ୟବହାର କରାଯାଉଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର । ଏହି ଉତ୍ପାଦନ ପ୍ରକ୍ରିୟା ଅତ୍ୟନ୍ତ ପରିଶୁଦ୍ଧ ଓ ପ୍ରାକୃତିକ ଭାବରେ ହୋଇଥିବାରୁ ଧାନର ଗୁଣବତ୍ତା ଓ ଅମଳ ଉପରେ କୌଣସି ପ୍ରତିକୁଳ ପ୍ରଭାବ ପଡ଼ି ନାହିଁ। ବରଂ ଅନ୍ୟ ଧାନ ତୁଳନାରେ ଏହାର ଅମଳ ଖୁବ ଭଲ ହେବ ବୋଲି ଆଶା କରାଯାଏ ।

ଚକ୍‌ହାଓ କଳା ଧାନର ବିଶେଷତ୍ଵ ଚକ୍‌ହାଓ କଳା ଧାନ କେବଳ ଏକ ଧାନର ପ୍ରକାର ନୁହେଁ, ବରଂ ଏହା ଗୁଣବତ୍ତାରେ ଅଦ୍ଭୁତ ଓ ଆକର୍ଷଣୀୟ । ଏହି ଧାନ ତଥା ଚାଉଳରେ ଆକର୍ଷଣୀୟ ମହକ ରହିଥାଏ । ଚାଉଳ ଦେଖିବାକୁ କଳା, ଖୁବ ସ୍ଵାଦିଷ୍ଟ ଓ ସୁଗନ୍ଧଯୁକ୍ତ ହୋଇଥାଏ । ଏହି କଳା ଚାଉଳରେ ପ୍ରୋଟିନ୍‌, ଫାଇବର, ଓ ଆନ୍ଟିଓକ୍ସିଡେଣ୍ଟ ଭରପୁର ଥାଏ , ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଚକ୍‌ହାଓ କଳା ଧାନର ଚାଉଳରେ ଥିବା ଅନେକ ପୌଷ୍ଟିକ ତତ୍ତ୍ୱ ରୋଗ ପ୍ରତିରୋଧକ ଭାବରେ କାମ କରେ ଓ ଦୃଢ଼ ଆରୋଗ୍ୟ ପ୍ରଦାନ କରେ ।

ବ୍ୟବସାୟିକ ସମ୍ଭାବନା ଓ ଆଗାମୀ ସଫଳତା ଏହି ଧାନର ବ୍ଯବସାୟିକ ସଫଳତା କୃଷକମାନଙ୍କୁ ଅର୍ଥନୈତିକ ଭାବରେ ଆତ୍ମନିର୍ଭର କରିବାରେ ସହାୟକ ହେବ । ଚକ୍‌ହାଓ କଳା ଧାନର ଆକର୍ଷଣୀୟ ସୁଗନ୍ଧ ଓ ସ୍ବାଦ ବଜାର ମୂଲ୍ୟକୁ ବୃଦ୍ଧି କରିବ, ଯାହାର ଫଳରେ କୃଷକମାନେ ସାର , ଔଷଧ ଓ ବିହନର ଚାପରୁ ମୁକ୍ତି ପାଇ ଅଧିକ ଲାଭ କରିପାରିବେ ।

ଏହାର ସଫଳତା ଦେଖି ଅଞ୍ଚଳର ଅନ୍ୟାନ୍ୟ କୃଷକମାନେ ମଧ୍ୟ ଏହି ଚାଷ କରିବାକୁ ଆଗଭର ହେବେ । ଅନସରା ଗ୍ରାମର ଚାଷୀମାନଙ୍କର ଏହି ଅଭିନବ ପ୍ରୟାସ ଖୁବ ପ୍ରଶଂସନୀୟ । ଓଡ଼ିଶାର ଅର୍ଥନୈତିକ ଉନ୍ନତିରେ ଏମାନଙ୍କର ଅବଦାନ ମନେରହିବ ଓ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ନମସ୍କାର କମ୍ୟୁନିଟି ଟିଭି ଅଧିକାରୀ ଓଡ଼ିଶା ତାଜା ନ୍ୟୁଜକୁ ଏକ ସାକ୍ଷାତକାରରେ କହିଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version