No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଗୁମ୍ମା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପ୍ରେସ୍ ମିଟ ଗୁମା ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ନାରୀ ନିର୍ଯାତନା, ନାରୀମାନଙ୍କ ପ୍ରତି ବଳାତ୍କାର ଏବଂ ନାରୀଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ପିସିସି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
ଉକ୍ତ ବୈଠକରେ ଗୁମ୍ମା ବ୍ଲକ ପର୍ଯ୍ୟବେକ୍ଷକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ସଭାପତି ଶ୍ରୀଯୁକ୍ତ ସୁନିଲ୍ ସିଂ,ଗୁମ୍ମା ବ୍ଲକ କଂଗ୍ରେସ ସଭାପତି ଲଳିତ ମୋହନ ଦଣ୍ଡସେନା ଗୁମ୍ମା ବ୍ଲକ କଂଗ୍ରେସ ସମ୍ପାଦକ ସୁଭନୀୟ ଜେନା, ଗୁମ୍ମା ବ୍ଲକ କଂଗ୍ରେସ ଯୁବ ସଭାପତି ମାଣ୍ଟୁ ପାଣି, ନୂଆଗଡ ବ୍ଲକ କଂଗ୍ରେସ ଯୁବ ସଭାପତି ସଞ୍ଜୀବ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l
No Result
View All Result