No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ :- ଇଟାମାଟି ତନ୍ତୀସାହି ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଠାରେ ବିଜୁ ମହତାବ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ କିମ୍ବଦନ୍ତୀ ପୁରୁଷ ଓଡ଼ିଆ ଜାତିର ମହାନାୟକ ତଥା ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜୟନ୍ତୀ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଭାଗିରଥି ବାଇ ଦୀପପ୍ରଜ୍ଜ୍ୱଳନ ଓ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ ଛୋଟ ଛୋଟ ଛୁଆ ଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା l
ଜୟନ୍ତୀ ଉତ୍ସବ ରେ ଉପସ୍ଥିତ ଥିଲେ ବ୍ୟବସାୟୀ କେଦାର ପାତ୍ର, ପ୍ରଶାନ୍ତ କୁମାର ସାହୁ, ଗଣେଶଶ୍ୱର ସାହୁ, ବିଶ୍ୱଜିତ ଘଡେଇ, ସନ୍ତୋଷ କୁମାର ବାଇ, ରାଜେଶ କୁମାର ବାରିକ, ସତ୍ୟନାରାୟଣ ସାହୁ ଏବଂ ସଭାପତି ସଭା ଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result