• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡବଲ ଇଂଜିନ ସରକାରରେ ଯନ୍ତ୍ରୀଙ୍କ ମରୁଡ଼ି, ରାସ୍ତା ଘାଟ କୋଠାବାଡି ନିର୍ମାଣ ଓ ମରାମତି ପ୍ରଭାବିତ

Proprietor Abhimanyu Maharana by Proprietor Abhimanyu Maharana
February 23, 2025
in ଓଡ଼ିଶା, ଗଜପତି, ହୋମ୍
0
ଡବଲ ଇଂଜିନ ସରକାରରେ ଯନ୍ତ୍ରୀଙ୍କ ମରୁଡ଼ି, ରାସ୍ତା ଘାଟ କୋଠାବାଡି ନିର୍ମାଣ ଓ ମରାମତି ପ୍ରଭାବିତ
Share on FacebookShare on TwitterWhatsapp

୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନରେ ବହୁଦିନ ହେଲା ବିଭିନ୍ନ ଯନ୍ତ୍ରୀଙ୍କ ପଦବି ଖାଲି ପଡ଼ିଛି। କର୍ମଚାରୀ ନ ଥିବା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ରାସ୍ତା ଘାଟ କୋଠାବାଡି ନିର୍ମାଣ ଓ ମରାମତି ବହୁଳ ଭାବେ ପ୍ରଭାବିତ ହୋଇଛି । ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନକୁ ନେଇ ମୋହନା ଡିଭିଜନ ଗଠିତ ହୋଇଛି. ଏହି ଡିଭିଜନରେ ୩ ଜଣ ସହକାରୀ ନିର୍ବାହୀଯନ୍ତ୍ରୀ, ୬ ଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବାର ବ୍ୟବସ୍ଥା ରହିଛି। ସେଥିରୁ ମୋହନା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ସହ ଦୁଇଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବା କଥା କିନ୍ତୁ ଏଠାରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜଣେ କନିଷ୍ଠଯନ୍ତ୍ରୀ ଅଛନ୍ତି।

ମୋହନାରେ କନିଷ୍ଠଯନ୍ତ୍ରୀଙ୍କ ପଦବି ଖାଲି ପଡିଛି । ସେହିପରି ଗତ ୬ ମାସ ହେଲା ଚନ୍ଦ୍ରଗିରି ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନ ଉଠିଯାଇଥିବା ବେଳେ ଏବେ କାର୍ଯ୍ୟାଳୟଟି ଭୂତକୋଠି ପାଲଟିଛି। ଆର.ଉଦୟଗିରି ସବ୍‌ଡିଭିଜନ୍ କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ୨ ଜଣ କନିଷ୍ଠଯନ୍ତ୍ରୀ ବଦଳେ ଏବେ କେବଳ ଜଣେ କନିଷ୍ଠଯନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟାଳୟ ଚାଲିଛି । ଏଠାରେ ମଧ୍ୟ ବହୁଦିନ ହେଲା ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜଣେ କନିଷ୍ଠଯନ୍ତ୍ରୀ ପଦବି ଖାଲି ପଡ଼ିଛି। ସେହିପରି ନୂତନ ଭାବେ ଗଠିତ ନୂଆଗଡ ସବ୍‌ଡ଼ିଭିଜନ ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇନାହିଁ।

ଆର,ଉଦୟଗିରି କାର୍ଯ୍ୟାଳୟରେ ଏହାର ସମସ୍ତ କାର୍ଯ୍ୟ ଚାଲିଛି। ଏଠାରେ ମଧ୍ୟ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ୨ ଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବା କଥା। କିନ୍ତୁ ଏବେ କେବଳ ଜଣେ କନିଷ୍ଠଯନ୍ତ୍ରୀ ନିଯୁକ୍ତ ଅଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଗୋଟିଏ କନିଷ୍ଠଯନ୍ତ୍ରୀ ପଦ ଖାଲି ପଡ଼ିଛି। ମୋହନା ଆର୍‌ଡି ଡିଭିଜନ୍ ଏକ ବଡ଼ ଡିଭିଜନ୍ ହୋଇଥିବା ବେଳେ ଏହା ଅଧୀନରେ ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ବ୍ଳକ୍ ରହିଛି। ଭୌଗୋଳିକ ଦୃଷ୍ଟିରୁ ତିନୋଟି ଯାକ ବ୍ଲକ୍ ଅଧିକାଂଶ ଦୁର୍ଗମ ଅଞ୍ଚଳ । ଅନେକ ଗାଁକୁ ଏବେ ବି ରାସ୍ତା ନିର୍ମାଣ ହୋଇପାରିନି। ଯେଉଁଠି ରାସ୍ତା ନିର୍ମାଣ ହୋଇଛି ତାହାବି ଖରାପ ହୋଇଗଲାଣି। ଏଭଳି ସ୍ଥିତିରେ କର୍ମଚାରୀ ଅଭାବ ଯୋଗୁଁ ଏହି ଡିଭିଜନ୍ ସ୍ଥାଣୁ ପାଲଟିଛି ।

ଏହାକୁ ଗୁରୁତ୍ୱ ଦେଇ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ଯନ୍ତ୍ରୀମାନଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି ଓ ସାଧାରଣରେ ଆଲୋଚନା ହେଉଛି ଯେ ଡବଲ ଇଂଜିନ ସରକାରରେ ରାସ୍ତା ତ ଠିକ ହୋଇପାରୁନି ଖରାପ ଓ ବିନା ରାସ୍ତାରେ ଗାଡି ଚାଲିବ କେମିତି ଏହି ବିଭାଗର ରା,ଉଦୟଗିରି ଓ ରାମଗିରି ସେକ୍ସନରେ ବିଭିନ୍ନ ରାସ୍ତା ସହ ଅନ୍ୟ କାମ ଗୁଡିକ ଚାଲିଛି । ଏହି ସେକ୍ସନ ବିଭାଗ ଦାଇତ୍ବ ଥିବା କନିଷ୍ଠ ଯନ୍ତୀ ମୁକେଶ ଦାସ ତାଙ୍କ ନିଜ ଲୋକ ଠିକାଦାର ଆଣି ଏହି ଯେଉଁ କାମ ହେଉଛି ସମସ୍ତକୁ ସେହି ଠିକାଦାର ମାନଙ୍କ ସହ ମିଶି ସମସ୍ତ ଠିକା କାମ କାରୁଥିବା ଅଭିଯୋଗ ହେଉଛି ।

ଏହାସହ ସେହି ଠିକାଦାର ଏଠାରେ ରହିବାକୁ ଅଫିସରେ ଥିବା ଘର ଗୁଡିକୁ ଠିକାଦାରକୁ ଭଡା ଦେଉଥିବା ଅଭିଯୋଗ ହେଉଛି । ଏହି ବିଷୟ ନେଇ ଆମ ପ୍ରତିନିଧି କନିଷ୍ଠ ଯନ୍ତୀ ପଚାରିବାରୁ ମୋର ଯାହା ଇଛା ତାହା କରିବି ଆପଣ ପଚାରିବାକୁ କିଏ । ମୋର କୌଣସି ଅଧିକାରୀ କିଛି କରିପାରିବେ ନାହିଁ ସେମାନଙ୍କୁ ପ୍ରତିମାସରେ ମୁଁ ମୁଟା ଆକାରରେ ଚାନ୍ଦା ଦେଇଛି ସେହି ଟଙ୍କା ମୁଁ କେଉଁଠାରୁ ଆଣି ଉର୍ଚ ଅଧିକାରୀଙ୍କୁ ଦେବି ବୋଲି କନିଷ୍ଠ ଯନ୍ତୀ ଶ୍ରୀ ଦାସ କହିଥିଲେ । ଏଥିସହ ଏହି ବିଭାଗରେ କଣ ଚାଲିଛି ବୋଲି ଆମ ପ୍ରତିନିଧି ପଚାରିବାରୁ ସେକହିଥିଲେଆମର କଣ କାମ ଚାଲିଲେ ତୁମକୁ କାହିଁକି ଆମେ କହିବୁ ତୁମେ କଣ ଆମ ଉପର ଅଫିସର କି ? ଏହା ଏହି ନେଇ ଆମ ପ୍ରତିନିଧି ମୋହନା ସବ୍ ଡିଭିଜନ୍ ସହକାରୀ ନିର୍ବାହୀ ଯନ୍ତୀ ଶ୍ରୀ ସାହୁଙ୍କ ପଚାରିବାରୁ ସେ କହିଥିଲେ ମୋର କିଛି ତଥ୍ୟ ନାହିଁ । ଆରଟିଆଇ ପକାଇ ମାଗନ୍ତୁ ।

ଆର,ଉଦୟଗିରି ସବ୍ ଡିଭିଜନ୍ ହେଉଥିବା ରାସ୍ତା ମରାମତି ଏବଂ ଅନ୍ୟ ଗୁଡିକ ଅତିନିମ୍ନମାର କାମ ହେଉଛି ବୋଲି ଅଭିଯୋଗ ହେଉଛି । ରା, ଉଦୟଗିରି ଓ ରାମଗିରି ସେକ୍ସନ ହେଉଥିବା କାମ ଗୁଡିକୁ ଡବ୍ଲ୍ୟୁ ଇଞ୍ଜିନ ସରକାରର ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଗଲେ ଡବ୍ଲ୍ୟୁ ଇଞ୍ଜିନ ତାକତ ଜଣାପଡିବ ଓ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରି ଦଣ୍ଡପାଇବେ ବୋଲି ଅଞ୍ଚଳବାସୀ ଦ୍ୱାରା ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026
ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ

ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ

May 10, 2026
ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version