No Result
View All Result
୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଆଜି ବାଙ୍କୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର + ୨ କଳାରେ ୫ଶହ ଜଣ ଓ + ୨ ବାଣିଜ୍ୟରେ ୭୦ଜଣ ଛାତ୍ରଛାତ୍ରୀ କଡା ସୁରକ୍ଷା ବଳୟ ମଧ୍ୟରେ ପରୀକ୍ଷା ଦେଲେ । କଲେଜ ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି, ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ,
ପ୍ରାଧ୍ୟାପିକା ଗାୟତ୍ରୀ ନାୟକ, ଡକ୍ଟର ସରୋଜ ସାହୁ, ପ୍ରାଧ୍ୟାପିକା ମିନତି ଧିର, ଅଧ୍ୟାପକ ଆଶିଷ କୁମାର ପାଢୀ, ଅଧ୍ୟାପକ ନରେଶ ବେହେରା ଓ ସହକାରୀ ସତିସ୍ କୁମାର ମହାପାତ୍ର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଯାଞ୍ଚ କରିବା ସହିତ ପରୀକ୍ଷା ହଲ୍କୁ ନେଇଥିଲେ ।

No Result
View All Result