
୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଧାଡିକି ଧାଡି ହୋଇ ପେନ୍ଥା ପେନ୍ଥା ଫଳିଛି ନାଲି ଟହଟହ ଷ୍ଟ୍ରବେରୀ, ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ସେତିକି ସ୍ୱାଦିଷ୍ଟ,ଓଡିଶା ମାଟିରେ ଫଳିଛି ବିଦେଶୀ ଫଳ ଷ୍ଟ୍ରବେରୀ, ଯାହା ଦିନେ ଓଡିଶା ପାଇଁ ସ୍ବପ୍ନଥିଲା ତାହା ଆଜି ସଫଳ କରି ଦେଖାଇଛନ୍ତି ଚାଷୀ l ସମ୍ବଲପୁର, କନ୍ଧମାଳ, ପୁଲବାଣୀ ପରେ ଏବେ ନୟାଗଡ ଜ଼ିଲ୍ଲାରେ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ କରିଛନ୍ତି ରଣପୁର ବ୍ଲକ ସାମନ୍ତସିଂହାର ପୁରର ଚାଷୀ ରମେଶ ଚନ୍ଦ୍ର ପ୍ରଧାନ l




© 2023 Odisha Taza News.