No Result
View All Result
୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ କୂଅମଡା ଗ୍ରାମର ମା’ଧମକେଇଙ୍କ ପୀଠରେ ୯ମ ବାର୍ଷିକ ଅଷ୍ଟ ପ୍ରହର ନାମଯଜ୍ଞ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ ମହାନଦୀ ଘାଟ ଠାରୁ ବର୍ତ୍ତମାନ କଳସଯାତ୍ରା ଆସି ମା’ଙ୍କ ପୀଠରେ ପହଞ୍ôଚଲେ ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅବିନାଶ ପଟ୍ଟନାୟକ ଯୋଗଦେଇଥିବା ବେଳେ ଅଧିକାରୀ ରାଉତ , ଧର୍ମାନନ୍ଦ ସାହୁ, ଉଗ୍ରେସନ ସ୍ୱାଇଁ, ପୁଷ୍ପ ସାହୁ, ବିଶ୍ୱନାଥ ସାହୁ, ସଂଗ୍ରାମ ରାଉତ, ହିରଣ୍ୟ ରାଉତ, ସୁଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ । ବାଙ୍କୀର ବିଭିନ୍ନ ଗ୍ରାମରୁ ୮ଗୋଟି ନଦୀଆ ସଂକୀର୍ତ୍ତନ ମଣ୍ଡଳୀ ଆସି ‘ନାମ’ ପରିବେଷଣ କରିଥିଲେ ।

No Result
View All Result