୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଗତକାଲି ସୋମବାର ସନ୍ଧ୍ୟାରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରଣୀ ରେ ମାଘସପ୍ତମୀ ଉପଲକ୍ଷେ ତୀର୍ଥସ୍ନାନ ସନ୍ଥ ସମିତି ତରଫରୁ ପୂର୍ବ ବର୍ଷ ଭଳି ଶିବିର ସ୍ଥାପନ ହୋଇଥିଲା l ସଂଧ୍ୟାରେ ସାଧୁସନ୍ଥ ସମାବେଶ , ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ବିତରଣ ଅନୁଷ୍ଠିତ ହୋଇଥିଲା l

ମଙ୍ଗଳବାରେ ଭୋଅରୁ ତିନି ଠାକୁର ବିଜେ ହେବା ପରେ ସନ୍ଥ ମାନେ ଶୋଭା ଯାତ୍ରା ରେ ଯାଇ ମାଘ ସପ୍ତମୀ ବୁଡ଼ ସମ୍ପର୍ଣ୍ଣ କରିଥିଲେ l ପ୍ରାୟ ପନ୍ଦର ହଜାର ଶ୍ରଦ୍ଧାଳୁଙ୍କୁ ଖେଚୁଡ଼ି ପ୍ରସାଦ ବିତରଣ କରାଯାଇଥିଲା l ସମିତିର ସଭାପତି ଶ୍ରୀମହନ୍ତ ରାମକୃଷ୍ଣ ଦାସ ମହାରାଜ , ରାଧା ବଲ୍ଲଭ ମଠ ,















