୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :-> ଭୁବନେଶ୍ୱର ରେ ମୋହନ ଭାଗବତ ଙ୍କୁ ଛାତ୍ର କଂଗ୍ରେସ ଦ୍ୱାରା କଳା ପତକା ପ୍ରଦର୍ଶନ l ଛାତ୍ର କଂଗ୍ରେସ ସଭାପତି ଉଦିତ ଙ୍କ ସମେତ ୫ ଜଣ ମଞ୍ଚେଶ୍ୱର ଥାନାରେ ଅଟକ ଥିବାବେଳେ ଛାତ୍ର କଂଗ୍ରେସ ଦ୍ଵାରା ମଞ୍ଚେଶ୍ୱର ଥାନା ଘେରାଉ l

ସୂଚନା କଂଗ୍ରେସ ର ବହୁ ବରିଷ୍ଠ ନେତା ମଞ୍ଚେଶ୍ୱର ଥାନାକୁ ଯାଉଛନ୍ତି l କିଛିସମୟରେ ସନେଖାମୁଣ୍ଡି ବିଧାୟକ ତଥା କଂଗ୍ରେସ ର ବରିଷ୍ଠ ନେତା ମଞ୍ଚେଶ୍ୱର ଥାନାରେ ପହଁଚୁଥିବା ସୂଚନା l