• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଭାରତୀୟ ସାଙ୍କେତିକ ଭାଷାକୁ ସରକାରୀ ମାନ୍ୟତା ଦିଆଯିବା ଉଚିତ : ବୈଭବ କୋଠାରି

Proprietor Abhimanyu Maharana by Proprietor Abhimanyu Maharana
August 25, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଭାରତୀୟ ସାଙ୍କେତିକ ଭାଷାକୁ ସରକାରୀ ମାନ୍ୟତା ଦିଆଯିବା ଉଚିତ : ବୈଭବ କୋଠାରି
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ଭୁବନେଶ୍ୱର :- ୧.୩ ମିଲିୟନରୁ ଅଧିକ ମୁକ ଓ ବଧିର ନାଗରିକ ଥିବା ଭାରତ ବର୍ଷରେ ଭାରତୀୟ ସାଙ୍କେତିକ ଭାଷା (ଆଇଏସ୍‌ଏଲ୍‌)କୁ ଭାରତୀୟ ସମ୍ବିଧାନ ଅଧୀନରେ ୨୩ତମ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରାଯିବା ଉଚିତ ବୋଲି କୋଲ୍‌କାତାସ୍ଥିତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକର୍ତା ସନ୍ଦୀପ ଭୁଟୋରିଆଙ୍କ ଦ୍ୱାରା ଆୟୋଜିତ ଏକ ୱେବିନାର୍‌- ୱିନିଙ୍ଗ୍ ଚ୍ୟାଲେଞ୍ଜେସ୍‌’ରେ ଜଣେ ମୁକ ଓ ବଧିର ଉଦ୍ୟୋଗୀ, ଇଞ୍ଜିନିୟର ତଥା ମୋଟିଭେସ୍‌ନାଲ ସ୍ପିକର୍ ବୈଭବ କୋଠାରି କହିଛନ୍ତି । ବୈଭବ ଏହି ୱେବିନାର୍‌ରେ ଜଣେ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ ଓ ବିଶ୍ୱର ବିଭିନ୍ନ ଅଂଶରୁ ଯୋଗ ଦେଇଥିବା ଲୋକମାନଙ୍କ ସହ ସାଙ୍କେତିକ ଭାଷା ଓ ଜରେ ଇଂଟର୍‌ପ୍ରିଟର୍‌ଙ୍କ ବ୍ୟବହାର କରି କଥା ହୋଇଥିଲେ । ବୈଭବ ଭାରତ ସରକାରଙ୍କୁ ଲକ୍ଷ ଲକ୍ଷ ମୁକବଧିର ନାଗରିକଙ୍କ ଆବେଦନ ଶୁଣିବାକୁ ଏବଂ ଉଚ୍ଚ ଶିକ୍ଷା ହାସଲ କରିବା ଓ ଦେଶ ନିର୍ମାଣରେ ସେମାଙ୍କର ପ୍ରଭାବୀ ଯୋଗଦାନ ପାଇଁ ଭାରତୀୟ ସାଙ୍କେତିକ ଭାଷା (ଆଇଏସ୍‌ଏଲ୍‌)କୁ ପ୍ରୋତ୍ସାହିତ କରି ସେମାନଙ୍କ ସଶକ୍ତ କରିବାକୁ ଆହ୍ୱାନ କରିଥିଲେ । ବୈଭବ କହିଥିଲେ ଯେ, ଭାରତ ଯେପରି ଆମର ପ୍ରାଚୀନ ସଂସ୍କୃତ ଭାଷାକୁ ପ୍ରୋତ୍ସାହିତ କରୁଛି ସେହିପରି ଆଇଏସ୍‌ଏଲ୍‌କୁ ମଧ୍ୟ ଭାରତୀୟ ସମ୍ବିଧାନ ଅନ୍ତର୍ଭୁକ୍ତ କରାଯିବା ଉଚିତ ।

ଯାହାଫଳରେ ଶୁଣି ପାରୁନଥିବା ଓ କହି ପାରୁନଥିବା ଲକ୍ଷ ଲକ୍ଷ ଭାରତୀୟ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ଓ ଅନ୍ୟାନ୍ୟ ସୁଯୋଗ ହାତଛଡା ନକରିବା ପାଇଁ ସଶକ୍ତ ହୋଇପାରିବେ । ନୂଆ ଶିକ୍ଷା ନୀତିକୁ ପ୍ରଶଂସା କରି ବୈଭବ କହିଥିଲେ, ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ଏଥିପାଇଁ ୩୦ ବର୍ଷରୁ ଅଧିକ ସମୟ ହେବ ଲଢିଆସୁଛନ୍ତି । ଏଥିସହିତ ବୈଭବ, ସନ୍ଦୀପ ଭୁଟୋରିଆଙ୍କ ପରାମର୍ଶକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି ଯେ, ବଧିରମାନଙ୍କ ପାଇଁ ନିଜ ଦୁନିଆ କିମ୍ବା ଡିଫ୍‌-ଇକୋ ସିଷ୍ଟମର ଦାବିଗୁଡିକୁ ଉପସ୍ଥାପନ କରିବା ଲାଗି ସମ୍ବିଧାନରେ ଏକ ସିଟ୍ ସଂରକ୍ଷିତ ରଖାଯିବା ଉଚିତ । ସାଙ୍କେତିକ ଭାଷାଗୁଡିକ ହେଉଛି ନିଜସ୍ୱ ବ୍ୟାକରଣ ଓ ଶବ୍ଦକୋଷ ସହିତ ସମ୍ପୂର୍ଣ୍ଣ ପ୍ରାକୃତିକ ଭାଷା ଅଟେ । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ପ୍ରାୟ ୧.୩ ମିଲିୟନ ଲୋକଙ୍କର ଶ୍ରମଣ ଅକ୍ଷମତା ରହିଛି । କିନ୍ତୁ ଭାରତର ନ୍ୟାସ୍‌ନାଲ ଆସୋସିଏଶନ ଅଫ୍ ଡିଫ୍‌ର ଆକଳନ ମୁତାବକ, ପ୍ରାୟୟ ୧୮ ମିଲିୟନ ଲୋକ ବା ଭାରତୀୟ ଜନସଂଖ୍ୟାର ପ୍ରାୟ ୧% ଲୋକ ବଧିର କିମ୍ବା ଶବଚ୍ଚ ଶକ୍ତି ହରାଇଛନ୍ତି । ଅନ୍ୟପକ୍ଷରେ ସନ୍ଦୀପ ଭୁଟୋରିଆ କହିଛନ୍ତି, ଲକ୍‌ଡାଉନ୍ ସମୟରେ ଭାରତର ବଧିର ସମୁଦାୟ ବିଜ୍ଞପ୍ତି, ସ୍ପଷ୍ଟୀକରଣ ଓ ହେଲ୍ପଲାଇନ୍‌ଗୁଡିକୁ କଲ୍ କରିବା ଭଳି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା । ବତ;ମାନର ନୂଆ ଅନ୍‌ଲାଇନ୍ ଶିକ୍ଷା ପ୍ରଣାଳୀ ଅଧୀନରେ ମଧ୍ୟ ବଧିର ପିଲାମାନେ ଶିକ୍ଷା ହାସଲ କରିବାକୁ ଅସମର୍ଥ ହେଉଛନ୍ତି କାରଣ ଅଧିକାଂଶ ପିତାମାତା ସାଙ୍କେତିକ ଭାଷା ଜାଣିନାହାନ୍ତି । ତେଣୁ ନୂଆ ଶିକ୍ଷା ନୀତି ନିଶ୍ଚିତ ରୂପେ ଭାରତୀୟଙ୍କୁ ଆଇଏସ୍‌ଏଲ୍ ଉପରେ ଶିକ୍ଷିତ କରିବା ଉଚିତ ଓ ଏହାକୁ ସରକାରୀ ଭାଷା କରିବା ଉଚିତ । ବୈଭବଙ୍କ ସହ ହୋଇଥିବା ଏହି ବ୍ୟକ୍ତିଗତ ଆଲୋଚନାକୁ ମୁକବଧିରମାନଙ୍କ ମଙ୍ଗଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ହାଇଲାଇଟ୍ କରିବାକୁ ମୁଁ ନିଷ୍ପତି ନେଇଥିଲି ଯାହାକୁ ଭାରତରେ ଅଣଦେଖା କରାଯାଉଛି । ସୂଚନାଯୋଗ୍ୟ ଯେ, ଭାରତ ସରକାର ୨୦୧୫ରେ ଦିଲ୍ଲୀଠାରେ ଭାରତୀୟ ସାଙ୍କେତିକ ଭାଷା ଅନୁସନ୍ଧାନ ଓ ପ୍ରଶିକ୍ଷଶ କେନ୍ଦ୍ର ସ୍ଥାପନା କରିଥିଲେ ଓ ମାର୍ଚ୍ଚ ୨୦୧୮ରେ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଉନ୍ମୋଚନ କରାଯାଇଥିଲା । ଭାରତର ଏବେ ନିଜସ୍ୱ ସାଙ୍କେତିକ ଭାଷା ରହିଛି । ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୧୩୦ରୁ ଅଧିକ ପ୍ରକାରର ସାଙ୍କେତିକ ଭାଷା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version