• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଧାନ କିଣା ବିକା ଠପ୍ : କଟନି ଛଟନି,ଟୋକନ ଲେପ୍ସ ସମସ୍ଯା – ସୋହେଲାରେ ମୁଖ୍ୟମନ୍ତ୍ରୀ ସମାବେଶରେ ମିଲର୍ସ ଙ୍କ ଠୁଁ ଚାନ୍ଦା ଆଦାୟର ତଦନ୍ତ ନିର୍ଦ୍ଦେଶ

Proprietor Abhimanyu Maharana by Proprietor Abhimanyu Maharana
January 28, 2025
in ଓଡ଼ିଶା, ବରଗଡ଼, ହୋମ୍
0
ଧାନ କିଣା ବିକା ଠପ୍ : କଟନି ଛଟନି,ଟୋକନ ଲେପ୍ସ ସମସ୍ଯା – ସୋହେଲାରେ ମୁଖ୍ୟମନ୍ତ୍ରୀ ସମାବେଶରେ ମିଲର୍ସ ଙ୍କ ଠୁଁ ଚାନ୍ଦା ଆଦାୟର ତଦନ୍ତ ନିର୍ଦ୍ଦେଶ
Share on FacebookShare on TwitterWhatsapp

୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ମଣ୍ତିରେ ଓ ମାର୍କେଟ ୟାର୍ଡରେ ପର୍ଯ୍ଯାପ୍ତ ପରିମାଣରେ ଧାନ ପଡିରହିଛି । ବିଜୁ ଜନତା ଦଳ ସରକାର ସମୟରେ ଯେପରି ମିଲର୍ସ ମାନେ ମନ ମର୍ଜି ଧାନ ଉଠାଉଥିଲେ, ଚଳିତ ବର୍ଷ ମଧ୍ଯ ମିଲର୍ସ ଙ୍କ ଉପରେ ଧାନ କିଣା ବ୍ଯବସ୍ଥା ନିର୍ଭର କରୁଛି । ପ୍ରତି ଧାନ କ୍ବିଣ୍ଟାଲ ରେ ୨ କେଜି ରୁ ୫ କେଜି ଧାନ କଟନି ଛଟନି ବାଧ୍ଯତା ମୂଳକ କରାଯାଇଛି । ଅନେକ ଚାଷୀ ଙ୍କ ଟୋକନ ଲେପ୍ସ ହେବାରେ ଲାଗିଛି । ଧାନ ଉଠାଇବା ପାଇଁ ବିଭିନ୍ନ ମଣ୍ତିରେ ମିଲର୍ସ ଙ୍କ ଟେକ୍ ଥିବା ସତ୍ବେ ମିଲର୍ସ ମଣ୍ତି ମାନଙ୍କୁ ଗାଡି ପଠାଉ ନାହାଁନ୍ତି । ପ୍ରତି କ୍ବିଣ୍ଟାଲ ରେ ଓଡିଶା ସରକାର ୮ ଶହ ଟଙ୍କା ଚାଷୀଙ୍କୁ ଇନପୁଟ ସବ ସିଡି ଦେଉଥିବା କାରଣରୁ ଚାଷୀ ମାନେ ଏ ବର୍ଷ ବେଶୀ ପ୍ରତିକ୍ରିୟାଶୀଳ କିମ୍ବା ଆନ୍ଦୋଳନ ଆଡକୁ ମୁହାଉ ନାହାନ୍ତି ।

ବିଭିନ୍ନ ମାର୍କେଟୟାର୍ଡ ଓ ମଣ୍ତିରେ ଧାନ ଜଗିବା ପାଇଁ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୨ ଟଙ୍କା ଲେଖାଁଏ ଦେବାକୁ ପଡୁଛି । ଏଭଲି ଏକ ଅଭିଯୋଗ ଝାରବନ୍ଧ ବ୍ଲକ ଲଉଡିଧରା ସେବା ସମବାୟ ସୋସାଇଟି ଲଉଡିଧରା ମଣ୍ତିରେ ଚାଷୀ ମାନେ ଅଭିଯୋଗ କରିଥିଲେ । ଧାନ ଜଗିବା ପାଇଁ ୨ ଲକ୍ଷ ଟଙ୍କା ଚାଷୀଙ୍କ ଠାରୁ ଲଉଡିଧରା ମଣ୍ତିରୁ ଅସୁଲ ହୋଇଥିବାର ଅଭିଯୋଗ ପରେ ପଦ୍ମପୁର ଆରଏମସି ସେକେଟ୍ରରୀ ଏହାର ତଦନ୍ତ କରି ତୁରନ୍ତ ଚାଷୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ ପେକ୍ସ ଅଧିକାରୀ ଙ୍କୁ ନିଦ୍ଦେର୍ଶ ଦେଇଥିବା ଜଣାପଡିଛି ।

ଗତ ଡିସେମ୍ବର ୮ ତାରିଖ ଦିନ ସୋହେଲା ସ୍ଥିତ ଇଛାପାଲି ଚାଷୀ ସମାବେଶ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଚାଷୀଙ୍କୁ ରାଜ୍ଯ ସରକାର ଘୋଷଣା କରିଥିବା କ୍ବିଣ୍ଟାଲ ପ୍ରତି ୮ ଶହ ଟଙ୍କା ଇନପୁଟ ସବସିଡ ଡିଜିଟାଲ ମାଧ୍ୟମରେ ଚାଷୀଙ୍କ ଏକାଉଣ୍ଟ ରେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସରକାରୀ କାର୍ଯ୍ୟକ୍ରମ ଥିବା ସତ୍ତ୍ବେ ଓ ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମିଲର୍ସ ମାନଙ୍କ ଠାରୁ ପ୍ରତି ମିଲର୍ସ ପିଛା ୫ ଲକ୍ଷ ଟଙ୍କା ପ୍ରାୟ ୧ କୋଟି ଟଙ୍କା ଚାନ୍ଦ ସଂଗ୍ରହର ଅଭିଯୋଗ ହୋଇଥିଲା । ଏହା ବିଭିନ୍ନ ସମ୍ବାଦପତ୍ର ମାନଙ୍କରେ ପ୍ରକାଶିତ ହୋଇଥିଲା । ଏ ବିଷୟରେ ରାଜ୍ଯ ସରକାର ଅବଗତ ହେବାପରେ ଖାଦ୍ଯ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଏ ସମର୍ଥିତ ସୂତ୍ର ରୁ ଖବର ମିଳିଥିବା ଜଣାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version