No Result
View All Result
୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ସାନପଦର ପଞ୍ଚାୟତର ବାୟାପଲ୍ଲି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ର ଛାତ୍ରି ଦେବସ୍ମିତା କର ଖୋର୍ଦ୍ଧା ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ହାସଲ କରି ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଠାରୁ ସଧାରଣ ତନ୍ତ୍ର ଦିବସରେ ପୁରସ୍କୃତ ହୋଇଛନ୍ତି ।
ଏହି ଶୁଣି ତାଙ୍କ ମାତା ମମତା ରାଣୀ କର, ପିତା ମନୋରଞ୍ଜନ କର, ଗ୍ରାମ ବାସୀ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ। ତଥା ଅଞ୍ଚଳ ବାସି ଖୁସି ବ୍ୟକ୍ତ କରି ଛନ୍ତି ।

No Result
View All Result